Mercedes Benz
ଦେଶ- ବିଦେଶ 

ଅର୍ପିତାଙ୍କ ୪ ଦାମୀ କାର୍‌ ଖୋଜୁଛି ଇଡି

ଅର୍ପିତାଙ୍କ ୪ ଦାମୀ କାର୍‌ ଖୋଜୁଛି ଇଡି କୋଲକାତା: ବେଙ୍ଗଲ ଶିକ୍ଷକ ନିଯୁକ୍ତିରେ ହୋଇଥିବା ଦୁର୍ନୀତି ଘଟଣାରେ ନୂଆ ଟ୍ୱିରିଷ୍ଟ ଆସିଛି । ଏହି ଘଟଣାରେ ଗିରଫ ହୋଇ ମନ୍ତ୍ରୀ ପଦ ହରାଇଥିବା ପାର୍ଥ ଚାଟାର୍ଜୀଙ୍କ ସହଯୋଗୀ ତଥା ଅଭିନେତ୍ରୀ ଅର୍ପିତା ମୁଖାର୍ଜୀଙ୍କ ଅଡ଼ୁଆ ବଢ଼ୁଛି । ତାଙ୍କର ଦୁଇଟି ଘରୁ ନଗଦର ୫୦ କୋଟି ଟଙ୍କା ମିଳିଥିବା ବେଳେ ବିପୁଳର ପରିମାଣର ସୁନା ଅଳଙ୍କାର ଜବତ ହୋଇଛି । କି;ୁ ଏବେ ସେ ଆହୁରି କୋଟି କୋଟି ଟଙ୍କା ଲୁଚା ରଖିଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) […]
Read More...

Advertisement