mental health
ସ୍ୱାସ୍ଥ 

ବାରମ୍ବାର ବଦଳୁଛି କି ମନ

ବାରମ୍ବାର ବଦଳୁଛି କି ମନ ମୁଡ୍‌ ସୁଇଂ ବା ବାରମ୍ବାର ମନ ପରିବର୍ତ୍ତନ କାରଣରୁ ଅନେକ ସମୟରେ ସମସ୍ୟା ଦେଖାଦେଇଥାଏ । ଏହା ହେବା ଦ୍ୱାରା ଗୋଟିଏ ସମୟରେ ମନ ଭଲ ରହୁଥିବାବେଳେ ସଙ୍ଗେସଙ୍ଗେ ମନ ପୁଣି ଖରାପ ହୋଇଯାଇଥାଏ । ଏହି ସମୟରେ ମନର ସ୍ଥିତି ପରଖିବା କଷ୍ଟ ହୋଇପଡେ । ମହିଳାଙ୍କ କ୍ଷେତ୍ରରେ ଏହା ଋତୁସ୍ରାବ ପୂର୍ବରୁ ବେଶି ଦେଖିବାକୁ ମିଳିଥାଏ । ତେବେ ଦୈନନ୍ଦିନ ଜୀବନରେ କିଛି ପରିବର୍ତ୍ତନ କରିବା ଦ୍ୱାରା ଏଥିରୁ ମୁକ୍ତି ମିଳିପାରିବ । ଶୋଇବା […]
Read More...

Advertisement