MCL chairman PK Sinha
ଓଡ଼ିଶା 

ତାଳଚେର ର କଣିହା ଠାରେ ୨୬୮ କୋଟି ଟଙ୍କାର FMC ପ୍ରକଳ୍ପ ପାଇଁ କାର୍ଯ୍ୟ ଆରମ୍ଭ କଲା MCL

ତାଳଚେର ର  କଣିହା ଠାରେ ୨୬୮ କୋଟି ଟଙ୍କାର FMC ପ୍ରକଳ୍ପ ପାଇଁ  କାର୍ଯ୍ୟ ଆରମ୍ଭ କଲା MCL ତାଳଚେର/ ସମ୍ବଲପୁର : ଜୁଲାଇ 18: ମହାନଦୀ Coalfields ଲିମିଟେଡ଼ ର ଅଧ୍ୟକ୍ଷ-ତଥା-ପରିଚାଳନା ନିର୍ଦ୍ଦେଶକ ପି କେ ସିହ୍ନI  ରବିବାର ଦିନ କଣିହା ଅଂଚଳରେ ୨୬୮.୦୫ କୋଟି ଟଙ୍କାର ‘ପ୍ରଥମ ମାଇଲ କନେକ୍ଟିଭିଟି (ପ୍ରୋଜେକ୍ଟ)’ ପାଇଁ ମୂଳଦୁଆ ପକାଇଲେ। 10 MTPY କ୍ଷମତା ବିଶିଷ୍ଟ RLS ପାଇଁ FMC ପ୍ରକଳ୍ପ ‘ମେକନ୍ ଲିମିଟେଡ୍’ କୁ ଦିଆଯାଇଛି I 2023 ମେ ମାସ ସୁଦ୍ଧା ଏହି ପ୍ରକଳ୍ପ ଟି ଶେଷ ହେବ ବୋଲି ଆଶା କରାଯାଉଛି | ଆରଏଲ୍ଏସ୍ / […]
Read More...

Advertisement