McKinsey Global Institute in Zurich
ବିଶ୍ବ 

ଚୀନ୍‌ ହେଲା ବିଶ୍ୱର ଧନୀ ଦେଶ

ଚୀନ୍‌ ହେଲା ବିଶ୍ୱର ଧନୀ ଦେଶ ଚୀନ୍‌: ନଭେମ୍ବର ୧୬: ବିଶ୍ୱର ବିତ୍ତଶାଳୀ ରାଷ୍ଟ୍ର ଥିବା ଆମେରିକା ଏବେ ପ୍ରତି କ୍ଷେତ୍ରରେ ପଛରେ ପଡିଛି । ପ୍ରଥମ ସ୍ଥାନରେ ରହିଛି ଚୀନ୍‌ । ବିଭିନ୍ନ କ୍ଷେତ୍ର ସହିତ ବାଣିଜ୍ୟ ଏବଂ ସମ୍ପତ୍ତିରେ ଚୀନ୍‌ ଏବେ ଆଗୁଆ ରାଷ୍ଟ୍ର ବୋଲି ମ୍ୟାନେଜମେଣ୍ଟ କନସଲଟାଣ୍ଟ ମ୍ୟାକ୍‌କିନ୍‌ସି ରିପୋର୍ଟରେ ପ୍ରକାଶ ପାଇଛି । ରିପୋର୍ଟ ଅନୁସାରେ, ଗତ ୨୦ ବର୍ଷ ମଧ୍ୟରେ ଚୀନ୍‌ର ଜାତୀୟ ସମ୍ପତ୍ତି ,ସମୃଦ୍ଧ ଆମେରିକାର ସମ୍ପତ୍ତିଠାରୁ ଅନେକାଂଶରେ ବଢିଯାଇଛି । ସାରା ବିଶ୍ୱର ସମ୍ପତ୍ତି […]
Read More...

Advertisement