Mayurbhanj District News
ଜିଲ୍ଲା  ଓଡ଼ିଶା 

ଆଜିଠାରୁ ଶିମିଳିପାଳ ଅଭୟାରଣ୍ୟରେ ବାଘ ଗଣନା

ଆଜିଠାରୁ ଶିମିଳିପାଳ ଅଭୟାରଣ୍ୟରେ ବାଘ ଗଣନା ମୟୁରଭଞ୍ଜ: ନଭେମ୍ବର ୨୬: ଆଜିଠାରୁ ଆରମ୍ଭ ହୋଇଛି ଶିମିଳିପାଳ ଅଭୟାରଣ୍ୟର ବାଘ ଗଣନା । ଏହା ଚାରୋଟି ପର୍ଯ୍ୟୟ ହୋଇ ସପ୍ତାହ ପର୍ଯ୍ୟନ୍ତ ଗଣନା କାର୍ଯ୍ୟ ଚାଲିବ । ଏଥିପାଇଁ ୫ ଶହରୁ ଅଧିକ କ୍ୟାମେରା ବ୍ୟବହାର କରାଯିବା ସହିତ ନୂତନ ତଥା ଆଧୁନିକ ଟେକ୍‌ନୋଲୋଜିର ବ୍ୟବହାର କରାଯାଇଛି । ପ୍ରଥମ ପର୍ଯ୍ୟାୟରେ କରଞ୍ଜିଆ ବନଖଣ୍ଡର ୫୫ ଓ ବନ୍ୟପ୍ରାଣୀ ବନଖଣ୍ଡ ଉତ୍ତର ଡିଭିଜନର ୭୦ ଜାଗାରେ ଗଣନା କାର୍ଯ୍ୟ ଆରମ୍ଭ ହୋଇଯାଇଛି । ବାଘର ପାଦ […]
Read More...
ଓଡ଼ିଶା 

ବାଇକ୍ ସହ ମୁହାଁମୁହିଁ ଧକ୍କା ପରେ ୭୦ଫୁଟ ତଳକୁ ଖସିଲା ଟ୍ରକ୍‌;ଜଣେ ମୃତ, ୨ ଗୁରୁତର

ବାଇକ୍ ସହ ମୁହାଁମୁହିଁ ଧକ୍କା ପରେ ୭୦ଫୁଟ ତଳକୁ ଖସିଲା ଟ୍ରକ୍‌;ଜଣେ ମୃତ, ୨ ଗୁରୁତର By Soumya Ranjan Patnaik ବାରିପଦା, (ସବ୍ୟୁ) : May 20: ମୟୂରଭଞ୍ଜ ଜିଲ୍ଲା ୪୯ଜମ୍ବର ଜାତୀୟ ରାଜପଥର ଦ୍ୱାରଶୁଣୀ ଘାଟିରେ ମଙ୍ଗଳବାର ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ବାଇକ ସହ ମୁହାଁମୁହିଁ ଧକ୍କା ପରେ ଏକ ପିଆଜ ବୋଝେଇ ଟ୍ରକ୍ ଘାଟିରୁ ୭୦ଫୁଟ ତଳକୁ ଖସିପଡିଥିଲା, ଫଳରେ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଦୁଇଜଣ ଆହତ ହୋଇଛନ୍ତି । ଘଟଣାରୁ ପ୍ରକାଶ ଯେ, ଏକ ପିଆଜ ବୋଝେଇ ଟ୍ରକ […]
Read More...

Advertisement