Matriculation Exam
ଓଡ଼ିଶା 

ଜିଲ୍ଲାପାଳଙ୍କୁ ଗଣଶିକ୍ଷା ବିଭାଗର ଚିଠି; ୨୬ରୁ ମାଟ୍ରିକ୍‌ ମୂଲ୍ୟାୟନ

ଜିଲ୍ଲାପାଳଙ୍କୁ ଗଣଶିକ୍ଷା ବିଭାଗର ଚିଠି; ୨୬ରୁ ମାଟ୍ରିକ୍‌ ମୂଲ୍ୟାୟନ Edited by Papu Mohanty ଭୁବନେଶ୍ୱର(ସବୁ୍ୟ): କରୋନା କଟକଣା ସାଙ୍ଗକୁ ମହାବାତ୍ୟା ଅମ୍ଫାନ ଯୋଗୁ ଦଶମ ଶ୍ରେଣୀ ଖାତାଦେଖା ଘୁଞ୍ଚିଥିଲା । ହେଲେ ବାତ୍ୟା ଓଡ଼ିଶାରୁ ଯିବା ପରେ ଏବେ ପୁଣି ଖାତା ମୂଲ୍ୟାୟନ ଲାଗି ତାରିଖ ଘୋଷଣା କରାଯାଇଛି । ଆସନ୍ତା ୨୬ରୁ ମାଟ୍ରିକ୍‌ ଖାତାଦେଖା ଆରମ୍ଭ ହେବ । ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ କହିଛନ୍ତି ଯେ ରାଜ୍ୟର ସମସ୍ତ […]
Read More...

Advertisement