Matric Result this Year
ଓଡ଼ିଶା 

୨୦ରୁ ମାଟ୍ରିକ ଖାତାଦେଖା; ଜୁଲାଇ ଶେଷସୁଦ୍ଧା ଫଳ

୨୦ରୁ ମାଟ୍ରିକ ଖାତାଦେଖା;  ଜୁଲାଇ ଶେଷସୁଦ୍ଧା ଫଳ Edited By Papu Mohanty ଭୁବନେଶ୍ୱର (ସବୁ୍ୟ): 09/05: ମାଟ୍ରିକ ପରୀକ୍ଷା ଖାତା ମୁଲ୍ୟାୟନ ଚଳିତମାସ ୨୦ତାରିଖରେ ଆରମ୍ଭ ହେବ ଓ ଜୁଲାଇ ଶେଷ ସପ୍ତାହ ସୁଦ୍ଧା ଫଳ ପ୍ରକାଶ ପାଇବ ବୋଲି ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ । ପରୀକ୍ଷା ନିରୀକ୍ଷକମାନେ ଏଥିପାଇଁ ୧୯ତାରିଖରେ ରିପୋର୍ଟ କରିବେ । ଏଥିପାଇଁ ବିିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଅଧିକାରୀ ଓ ମାଧ୍ୟମିକ ଶିକ୍ଷା ବୋର୍ଡ ସଭାପତିଙ୍କ ସମେତ ଅଧିକାରୀମାନଙ୍କର ଏକ ବୈଠକ ବସି ଖାତା […]
Read More...

Advertisement