MATRIC EXAM STARTS FROM TODAY
ଜିଲ୍ଲା  ଓଡ଼ିଶା 

ଆଜିଠୁ ଆରମ୍ଭ ମାଟ୍ରିକ୍‌ ବୋର୍ଡ ପରୀକ୍ଷା

ଆଜିଠୁ ଆରମ୍ଭ ମାଟ୍ରିକ୍‌ ବୋର୍ଡ ପରୀକ୍ଷା ଭୁବନେଶ୍ୱର: ଅପ୍ରେଲ ୨୯: ରାଜ୍ୟରେ ଆଜିଠୁ ଆରମ୍ଭ ହେଲା ମାଟ୍ରିକ ପରୀକ୍ଷା । ୩,୨୦୩ ପରୀକ୍ଷା କେନ୍ଦ୍ରରେ ମୋଟ୍ ୫,୭୧,୯୦୯ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି। କପି ରୋକିବାକୁ ୬୫ଟି ଫ୍ଲାଇଂ ସ୍କ୍ୱାଡ୍ର ବ୍ୟବସ୍ଥା ହୋଇଛି। ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଏଥର ଦ୍ୱିତୀୟ ସିଟିଂରେ ପରୀକ୍ଷା ନକରିବାକୁ ଗଣଶିକ୍ଷା ବିଭାଗ ନିଷ୍ପତ୍ତି ନେଇଛି। ଏଥିସହ ସବୁ ପରୀକ୍ଷା କେନ୍ଦ୍ରରେ ପର୍ଯ୍ୟାପ୍ତ ପାନୀୟ ଜଳ ଓ ନିରବଚ୍ଛିନ୍ନ ବିଦ୍ୟୁତ୍ ସେବା ଯୋଗାଇବାକୁ ବି ନିଷ୍ପତ୍ତି ହୋଇଛି। […]
Read More...

Advertisement