Matric Exam 2022 BSE Odisha
ଓଡ଼ିଶା 

ଆଜିଠୁ ମାଟ୍ରିକ ଖାତା ମୁଲ୍ୟାୟନ

ଆଜିଠୁ ମାଟ୍ରିକ ଖାତା ମୁଲ୍ୟାୟନ ଭୁବନେଶ୍ୱର: ମଇ ୨୧: ଆଜିଠୁ ଆରମ୍ଭ ମାଟ୍ରିକ ଖାତା ମୂଲ୍ୟାୟନ । ରାଜ୍ୟର ମୋଟ ୫୮ଟି ମୂଲ୍ୟାୟନ କେନ୍ଦ୍ରରେ ଖାତା ଦେଖା ହେବ । ଏଥିପାଇଁ ସକାଳ ୧୦ଟା ସୁଦ୍ଧା ମୂଲ୍ୟାୟନ କେନ୍ଦ୍ରରେ ଯୋଗ ଦେଇଛନ୍ତି ପରୀକ୍ଷକ । ୧୦ରୁ ୧୨ ଦିନ ପର୍ଯ୍ୟନ୍ତ ଖାତା ଦେଖା ପ୍ରକ୍ରିୟା ଚାଲିବ । ଖାତା ଦେଖା ପାଇଁ ୪୮୧ ଜଣ ମୁଖ୍ୟ ପରୀକ୍ଷକଙ୍କ ସହ ୯୦୦ ଜଣ ଉପ ପରୀକ୍ଷକ, ୮୯୧୯ ଜଣ ସହକାରୀ ପରୀକ୍ଷକ ଓ ୯୩୦ […]
Read More...
ଓଡ଼ିଶା 

ବଦଳିବ ୯ମ ଓ ୧୦ମ ପରୀକ୍ଷା ପଦ୍ଧତି, ରାଜ୍ୟ ମାଧ୍ୟମିକ ବୋର୍ଡ ଜାରି କଲା ନୂଆ ସର୍କୁଲାର

ବଦଳିବ ୯ମ ଓ ୧୦ମ ପରୀକ୍ଷା ପଦ୍ଧତି, ରାଜ୍ୟ ମାଧ୍ୟମିକ ବୋର୍ଡ ଜାରି କଲା ନୂଆ ସର୍କୁଲାର ଭୁବନେଶ୍ୱର: ଅଗଷ୍ଟ ୧୧: କରୋନା ମହାମାରୀକୁ ନଜରରେ ରଖି ରାଜ୍ୟ ମାଧ୍ୟମିକ ବୋର୍ଡ ୨୦୨୧-୨୨ ବର୍ଷର ୯ମ ଓ ୧୦ ପରୀକ୍ଷା ଲଗି ନୂଆ ପଦ୍ଧତି ଆପଣେଇବାକୁ ଯାଉଛନ୍ତି । ‘ସ୍କିମ୍‌ ଅଫ୍‌ ଆସେସ୍‌ମେଣ୍ଟ’ ବ୍ୟବସ୍ଥା ଲାଗୁ କରିବାକୁ ଯାଉଛି ବୋର୍ଡ । ଯାହାଫଳରେ ୯ମ ଓ ୧୦ମ ଛାତ୍ରଛାତ୍ରୀଙ୍କ ପରୀକ୍ଷାରେ ବଡ଼ ପରିବର୍ତ୍ତନ ଆସିବ । ଏହି ପଦ୍ଧତି ମାଧ୍ୟମରେ ପ୍ରଥମ ଥର ପାଇଁ ୯ମ ଓ ୧୦ମ ଛାତ୍ରଛାତ୍ରୀଙ୍କ ପାଠ୍ୟକ୍ରମରେ ଛୋଟ ଓ ବଡ଼ […]
Read More...

Advertisement