matri exam
ଓଡ଼ିଶା 

ପ୍ରକାଶ ପାଇଲା ମାଟ୍ରିକ ପରୀକ୍ଷା ସୂଚୀ

ପ୍ରକାଶ ପାଇଲା ମାଟ୍ରିକ ପରୀକ୍ଷା ସୂଚୀ ଭୁବନେଶ୍ୱର: ମାର୍ଚ୍ଚ ୧୫: ପ୍ରକାଶ ପାଇଲା ବୋର୍ଡର ମାଟ୍ରିକ ପରୀକ୍ଷା ସୂଚୀ। ଆସନ୍ତା ଏପ୍ରିଲ ୨୯ରେ ଦ୍ୱିତୀୟ ଭାଷା ଓ ମେ ୨ରେ ହେବ ଗଣିତ ପରୀକ୍ଷା। ସେହିପରି ମେ ୪- ବିଜ୍ଞାନ ଏବଂ ମେ ୫- ପ୍ରଥମ ଭାଷା ପରୀକ୍ଷା କରାଯିବ ବୋଲି ବିଜ୍ଞପ୍ତି ପ୍ରକାଶ ପାଇଛି। ତାସହ ମେ ୬ ତାରିଖରେ ତୃତୀୟ ଭାଷା ଏବଂ ମେ ୭ ତାରିଖରେ ହେବ ସାମାଜିକ ବିଜ୍ଞାନ ପରୀକ୍ଷା । ତେବେ ରେଗୁଲାର ଏବଂ ଏକ୍ସରେଗୁଲାର ପରୀକ୍ଷାର୍ଥୀଙ୍କ […]
Read More...

Advertisement