masala cheese toast
ଜୀବନଚର୍ଯ୍ୟା 

ମସାଲା ଚିଜ୍‌ ଟୋଷ୍ଟ

ମସାଲା ଚିଜ୍‌ ଟୋଷ୍ଟ ସାମଗ୍ରୀ- ଗୋଟିଏ କଟା ପିଆଜ, କଟା କ୍ୟାପ୍‌ସିଅମ୍‌, ଗାଜର , ଅଧା ଚାମଚ ଲଙ୍କା ଗୁଣ୍ଡ, ଅଧା ଚାମଚ ମରିଚଗୁଣ୍ଡ, ଅଧା ଚାମଚ ଧନିଆ ପାଉଡର, ୨ଟି ବ୍ରେଡ୍‌, ଚିଜ୍‌ । ପ୍ରଣାଳୀ – ପ୍ରଥମେ ସବୁ ପରିବାକୁ କାଟି ନିଅନ୍ତୁ । ଏଥିରେ ସମସ୍ତ ମସଲା ଗୁଣ୍ଡ ମିଶାନ୍ତୁ । ଏହାକୁ ଅଳ୍ପ ସମୟ ପାଇଁ ଭାଜନ୍ତୁ । ଏହାପରେ ବ୍ରେଡର ଗୋଟିଏ ପଟ ଟୋଷ୍ଟ କରନ୍ତୁ । ଏହାପରେ ବ୍ରେଡ୍‌ରେ ଆଗରୁ ପ୍ରସ୍ତୁତ ମସଲା […]
Read More...

Advertisement