maruti suzuki
ମନୋରଞ୍ଜନ 

‘ଖତରୋଁ କେ ଖିଲାଡୀ’ ବିଜେତା ଅର୍ଜୁନ

‘ଖତରୋଁ କେ ଖିଲାଡୀ’ ବିଜେତା ଅର୍ଜୁନ ମୁମ୍ବାଇଁ: ସେପ୍‌ଟେମ୍ବର ୨୭: ଷ୍ଟଣ୍ଟ୍‌ ବେସï ରିୟାଲିଟି ଶୋ ‘ଖତରୋଁ କେ ଖିଲାଡୀ’ର ଚଳିତ ସଂସ୍କରଣ ଦର୍ଶକଙ୍କୁ ଖୁବ ମନୋରଞ୍ଜନ କରିଛି । ଗତ କିଛି ସପ୍ତାହ ଥ୍ରୀଲର ଓ ଆକ୍ସନରେ ଭରପୂର ଥିଲା ଏହି ଶୋ । ଏଥିରେ ଅଂଶଗ୍ରହଣ କରିଥିବା ପ୍ରତିଯୋଗୀ ନିଜ ଦମଦାର ପ୍ରଦର୍ଶନ ଦ୍ୱାରା ସମସ୍ତଙ୍କୁ ପ୍ରଭାବିତ କରିବାରେ ସକ୍ଷମ ହୋଇଥିଲେ । ହେଲେ ଫାଇନାଲରେ ପହଞ୍ଚିଥିବା ସମସ୍ତ ପ୍ରତିଯୋଗୀଙ୍କୁ ପଛରେ ପକାଇ ଟେଲିଭିଜନ ଅଭିନେତା ଅର୍ଜୁନ ବିଜଲାନି ବିଜେତା ହୋଇଛନ୍ତି […]
Read More...

Advertisement