Maoists
<% catList.forEach(function(cat){ %>
<%= cat.label %>
<% }); %>
<%- node_title %>
Published On
By <%= createdBy.user_fullname %>
<%- node_title %>
Published On
By <%= createdBy.user_fullname %>
<% if(node_description!==false) { %>
<%= node_description %>
<% } %>
<% catList.forEach(function(cat){ %>
<%= cat.label %>
<% }); %>
Read More...
ଗନ୍ଧମାର୍ଦ୍ଦନ ପାହାଡରେ ମାଓକ୍ୟାମ୍ପ ଠାବ: ପୋଲିସଙ୍କ ସହ ଗୁଳି ବିନିମୟ
Published On
By Samaya Live
ଭୁବନେଶ୍ୱର: ଅଗଷ୍ଟ ୮ :ପୁଣି ଠାବ ହୋଇଛି ମାଓକ୍ୟମ୍ପ । କ୍ୟାମ୍ପରୁ ଅନେକ ଗୁଳିଗୁଳା ସହ ସେମାନଙ୍କ ଦ୍ୱାରା ବ୍ୟବହୃତ ସାମଗ୍ରୀକୁ ଜବତ କରିଛନ୍ତି ସୁରକ୍ଷା କର୍ମୀ । ବରଗଡ ଜିଲ୍ଲା ପାଇକମାଳ ଥାନା ଆନ୍ତର୍ଗତ ଗନ୍ଧମାର୍ଦ୍ଦନ ପାହାଡରେ ଏହି କ୍ୟାମ୍ପକୁ ଠାବ କରାଯାଇଛି । ବରଗଡ ବଲାଙ୍ଗିର ଓ ବରଗଡ ଏସ୍ଓଜିଙ୍କ ପକ୍ଷରୁ ହୋଇଥିବା କମ୍ବିଂ ଅପରେସନ ବେଳେ ଏହି ମାଓକ୍ୟାମ୍ପ ଠାବ କରାଯାଇଥିଲା । ସୁରକ୍ଷା କର୍ମୀଙ୍କ ଅଚାନକ ଚଢାଉ ଦେଖି ମାଓବାଦୀମାନେ ସେମାନଙ୍କ […]
ମିଳିଲା ଏନକାଉଣ୍ଟର ରେ ମୃତ ମାଓବାଦୀଙ୍କର ପରିଚୟ, ଉଭୟ ପଡୋଶୀ ଛତିଶଗଡର
Published On
By Samaya Live
ଫୁଲବାଣୀ: ଅଗଷ୍ଟ ୫ : ଗତ ୨୩ ତାରିଖରେ କନ୍ଧମାଳ ଜିଲା ତୁମୁଡିବନ୍ଧ ଥାନା ଅନ୍ତର୍ଗତ ସିର୍ଲା ଜଙ୍ଗଲରେ ଡିଭିଏଫ ଓ ଏସଓଜି ଜବାନ ଏବଂ ମାଓବାଦୀଙ୍କ ମଧ୍ୟରେ ହେଇଥିବା ଗୁଳିବିନମୟରେ ଜଣେ ମହିଳା ମାଓବାଦୀ ସମତେ ୨ଜଣ ମାଓ କ୍ୟାଡରଙ୍କର ମୃତ୍ୟୁ ହୋଇଥିଲା । ଗୁଳି ବିନିମୟ ହେବାପରେ ଜବାନମାନଙ୍କୁ ସେଠାରୁ ବିପୁଳ ପରିମାଣରେ ମାଓସାମଗ୍ରୀ ଏବଂ ଅସ୍ତ୍ରଶସ୍ତ୍ର ମିଳିଥିଲା । କିନ୍ତୁ ମୃତ ମାଓବାଦୀମାନଙ୍କର ପରିଚୟ ମିଳିନଥିଲା ପୋଲିସକୁ । ସେଥିପାଇଁ ପୋଲିସ ସେମାନଙ୍କର […]
ଓଡ଼ିଶାରେ ଆଉ ଜଣେ ମାଓବାଦୀ ନିହତ
Published On
By Samaya Live
କନ୍ଧମାଳ: ଜୁଲାଇ ୭: ସୁରକ୍ଷା ବଳ ଓ ଲାଲ୍ବାହିନୀ ଙ୍କ ମଧ୍ୟରେ ହେଇଥିବା ଗୁଳିବିନିମୟରେ ଆଉ ଜଣେ ମାଓବାଦୀ ର ମୃତ୍ୟୁ ହେଇଥିବା ଜଣାପଡିଛି I ଓଡିଶାର କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ସିରଲା ଜଙ୍ଗଲ ରେ ସୁରକ୍ଷାବାହିନୀ କମ୍ବିଂଗ ଅପରେସନ କରୁଥିବା ବେଳେ ମାଓବାଦୀ ଙ୍କ ସହ ଗୁଳି ବିନିମୟ ହେଇଥିଲା ଏବଂ ଏଥିରେ ଜଣେ ମାଓବାଦୀ ନିହତ ହେଇଥିବା ଜଣାପଡିଛି I ଘଟଣା ସ୍ଥଳରୁ, ମାଓ ସାମଗ୍ରୀ ଓ ଅସ୍ତ୍ର ଶସ୍ତ୍ର ଜବତ ହେଇଥିବାର ସୂଚନା […]
ମାଲକାନଗିରି ସୀମାରେ ମାତିଲେ ମାଓବାଦୀ; ଜାଳିଲେ ୬ ଗାଡି
Published On
By Samaya Live
ଭୁବନେଶ୍ୱର : ଜୁନ ୨୫:ମାଲକାନଗିରି ସୀମାରେ ମାଓବାଦୀଙ୍କ ହିଂସା । ରାସ୍ତା କାମ ନିର୍ମାଣକୁ ବିରୋଧ କରି ଯାନବାହନରେ ନିଆଁ ଲଗାଇଛନ୍ତି ମାଓବାଦୀ । ସୁକୁମା ଜିଲ୍ଲା କୁକାନାର ଥାନା ଅନ୍ତର୍ଗତ ଧନିକୋତା ଗାଁରେ ୬ଟି ଗାଡ଼ିକୁ ଜାଳିି ଦେଇଛନ୍ତି ମାଓବାଦୀ । ପୂର୍ବରୁ ମଧ୍ୟ ଅନେକ ଥର ରାସ୍ତା କାମକୁ ବିରୋଧ କରି ମାଓବାଦୀମାନେ ଗାଡ଼ିମୋଟର ପୋଡ଼ିଥିଲେ । ସୁକମା ଜିଲ୍ଲାର କୋତଣାଗର ଅଞ୍ଚଳରେ ରାସ୍ତା ନିର୍ମାଣ କାମ ଚାଲିଛି । ମାଓମାଦୀମାନେ ଏହି ରାସ୍ତା […]

