maoist killed man in kandhamal
ଜିଲ୍ଲା  ବିଶ୍ବ 

ପୁଣି ମାତିଛନ୍ତି ଲାଲ ବାହିନୀ

ପୁଣି ମାତିଛନ୍ତି ଲାଲ ବାହିନୀ ସମୟ ଲାଇଭ,୩/୧: କନ୍ଧମାଳରେ ପୁଣି ମାତିଛନ୍ତି ଲାଲ ବାହିନୀ। ଗୁରୁବାର ବିଳମ୍ବିତ ରାତିରେ ସେମାନେ ପୋଲିସ ଇନ୍‌ଫର୍ମର ସନ୍ଦେହରେ ଜଣଙ୍କୁ ଗୁଳିକରି ହତ୍ୟା କରିଛନ୍ତି। ମୃତକ ହେଲେ କ. ନୂଆଗାଁ ଥାନା ଅନ୍ତର୍ଗତ ବୁଡ୍ରୁମାହା ଗାଁ’ର ରଞ୍ଜନ ଦିଗାଲ। ସୂଚନାନୁଯାୟୀ, ୬ରୁ ୭ ଜଣ ମାଓବାଦୀ ଗୁରୁବାର ରାତି ପ୍ରାୟ ୯ଟାରେ ରଞ୍ଜନଙ୍କ ବୁଡ୍ରୁମାହାସ୍ଥିତ ଘରକୁ ଆସି ତାଙ୍କୁ ଡାକିଥିଲେ। ପରେ ସେମାନେ କବାଟ ଭାଙ୍ଗି ଘର ଭିତରେ ପଶି ତାଙ୍କୁ ଗୁଳି କରିଥିଲେ। ମୃତଦେହକୁ ଗାଁ […]
Read More...

Advertisement