manki awaj pratigya hindi serial
ଦେଶ- ବିଦେଶ 

ଅଭିନେତା ଅନୁପମ ଶ୍ୟାମଙ୍କ ପରଲୋକ

ଅଭିନେତା ଅନୁପମ ଶ୍ୟାମଙ୍କ ପରଲୋକ ଦିଲ୍ଲୀ ଅଗଷ୍ଟ ୯: ବଲିଉଡ ଓ ହିନ୍ଦୀ ଧାରାବାହିକର ଲୋକପ୍ରିୟ କଳାକାର ଅଭିନେତା ଅନୁପମ ଶ୍ୟାମଙ୍କ ପରଲୋକ ହୋଇଛି । ଲୋକପ୍ରିୟ ଧାରାବାହିକ ‘ମନକି ଆୱାଜ ପ୍ରତିଜ୍ଞା’ ସିଜନ୍‌-୨ରେ ସେ ଠାକୁର ସଜ୍ଜନ ସିଂହ ନାମକ ଭୂମିକାରେ ଅଭିନୟ କରୁଥିଲେ । ମୃତୁ୍ୟ ବେଳକୁ ତାଙ୍କୁ ୬୩ ବର୍ଷ ବୟସ ହୋଇଥିଲା । କିଛି ଦିନ ହେବ ସେ କିଡ୍‌ନୀରେ ରୋଗରେ ପୀଡ଼ିତ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ଚିକିତ୍ସିତ ସମୟରେ ବହୁ ବଲିଉଡ ତଥା […]
Read More...

Advertisement