Manish Sisodia
ରାଜନୀତି  ଦେଶ- ବିଦେଶ 

‘ଆପ ଭାଙ୍ଗି ବିଜେପିରେ ଯୋଗ ଦିଅନ୍ତୁ,ସିବିଆଇ,ଇଡି ସମସ୍ତ କେଶ ହଟାଇ ଦିଆଯିବ’ : ମନୀଷ ସିସୋଦିଆ

‘ଆପ ଭାଙ୍ଗି ବିଜେପିରେ ଯୋଗ ଦିଅନ୍ତୁ,ସିବିଆଇ,ଇଡି ସମସ୍ତ କେଶ ହଟାଇ ଦିଆଯିବ’ : ମନୀଷ ସିସୋଦିଆ ନୂଆଦିଲ୍ଲୀ : ଦିନକୁ ଦିନ ସରଗରମ ହେଉଛି ଦିଲ୍ଲୀ ରାଜନୀତି I ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଙ୍କ ଘରେ ସିବିଆଇର ଚଢ଼ାଉ ପରେ ଲାଗି ରହିଛି ହଟ ଚମଟ I ଗତକାଲି ମନୀଷ ସିସୋଦିଆ ଙ୍କ ପ୍ରେସ ମିଟ ପରେ ଆଜି ପୁଣି ଟ୍ୱିଟ କରି ଦେଇଛନ୍ତି ନୂଆ ତଥ୍ୟ I ମନୀଷ ସିସୋଦିଆ ଟ୍ୱିଟ୍ କରି କହିଛନ୍ତି ଯେ ବିଜେପିର ମେସେଜ ମୋ ପାଖକୁ ଆସିଛି – ଏଥିରେ “AAP” ଭାଙ୍ଗି ବିଜେପିରେ ଯୋଗ […]
Read More...
ରାଜନୀତି  ଦେଶ- ବିଦେଶ  ଅପରାଧ 

ମନୀଷ ସିସୋଦିଆ ଙ୍କ ଘରେ ସିବିଆଇ ରେଡ

ମନୀଷ ସିସୋଦିଆ ଙ୍କ ଘରେ ସିବିଆଇ ରେଡ ନୂଆଦିଲ୍ଲୀ : ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଙ୍କ ଘରେ ସିବିଆଇ ରେଡ I ଅବକାରୀ ନୀତି ଘଟଣାରେ କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (ସିବିଆଇ)ଆଜି ସକାଳ ୭ ଟାରୁ ତଦନ୍ତ ଜାରି ରଖିଛି । ଏହା ସହିତ ୨୧ ଟି ସ୍ଥାନରେ ସିବିଆଇ ପକ୍ଷରୁ ଚଢ଼ାଉ କରାଯାଉଛି I ଏଥି ସହିତ, ଦିଲ୍ଲୀ ସରକାରଙ୍କ ଅବକାରୀ ନୀତି ଏବଂ ଆନୁଷଙ୍ଗିକ ଦୁର୍ନୀତି ମାମଲାରେ କେନ୍ଦ୍ରୀୟ ଅନୁସନ୍ଧାନ ଏଜେନ୍ସି ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ମଧ୍ୟ ସିସୋଦିଆ ଙ୍କୁ […]
Read More...

Advertisement