Manish Singh
ଦେଶ- ବିଦେଶ 

ରାଫେଲ ପାଇଲଟ ଙ୍କ ପାଇଁ ତାଙ୍କ ଗାଁ ଉତ୍ସବ ମୁଖର

ରାଫେଲ ପାଇଲଟ ଙ୍କ ପାଇଁ ତାଙ୍କ ଗାଁ ଉତ୍ସବ ମୁଖର ବାଲିଆ (ଉତ୍ତର ପ୍ରଦେଶ): ଜୁଲାଇ ୩୦:ବୁଧବାର ଦିନ ଅମ୍ବାଲାର IAF ଏୟାରବେସରେ ପାଞ୍ଚଟି ରାଫେଲ ଯୁଦ୍ଧ ବିମାନ ଅବତରଣ କରିବା କ୍ଷଣି ବାଲିଆ ଜିଲ୍ଲାର ବାନସଡିହ ର ବକୱା ଗ୍ରାମ ଉତ୍ସବ ମୁଖର ହେଇପଡିଥିଲା , ଯେହେତୁ ଏହି ଗାଁର ପୁଅ ୱିଙ୍ଗ୍ କମାଣ୍ଡର ମନୀଷ ସିଂ ଫ୍ରାନ୍ସରୁ ଆସିଥିବା ଗୋଟିଏ ବିମାନ ର ପାଇଲଟ ଥିଲେ I ମନୀଷଙ୍କ ପିତା ମଦନ ସିଂ ଜଣେ ଅବସରପ୍ରାପ୍ତ ସୈନିକ । ସେ କହିଛନ୍ତି, “ମୁଁ ପୁରା ଗାଁରେ […]
Read More...

Advertisement