manimekala put cigarette on maa kali
ମନୋରଞ୍ଜନ 

ମା କାଳୀଙ୍କ ହାତରେ ସିଗାରେଟ୍‌ ଧରେଇ ବିବାଦରେ ଫିଲ୍ମ ନିର୍ମାତା

ମା କାଳୀଙ୍କ ହାତରେ ସିଗାରେଟ୍‌ ଧରେଇ ବିବାଦରେ ଫିଲ୍ମ ନିର୍ମାତା ନୂଆଦିଲ୍ଲୀ: ଜୁଲାଇ ୦୫: ନିକଟରେ ଭାରତୀୟ ଚଳଚ୍ଚିତ୍ର ନିର୍ମାତା ଲୀନା ମଣିମେକାଲାଇଙ୍କ ଡକ୍ୟୁମେଣ୍ଟାରୀ କାଲୀର ପୋଷ୍ଟର୍‌ ରିଲିଜ୍‌ ହୋଇଛି । ଏହି ପୋଷ୍ଟର୍‌ ଦେଖି ହିନ୍ଦୁ ଧର୍ମ ସହ ଜଡିତ ଲୋକଙ୍କ ଭାବନା କ୍ଷତିଗ୍ରସ୍ତ ହୋଇଛି । ଏନେଇ ସୋସିଆଲ୍‌ ମିଡିଆରେ ଦେଖାଦେଇଛି ବିବାଦ । ଏଥିରେ ମା କାଳୀଙ୍କୁ ଅପମାନିତ କରାଯାଇଛି । ଦେବୀଙ୍କୁ ଏକ ଆପତ୍ତିଜନକ ସ୍ଥିତିରେ ଦେଖାଇବା ପାଇଁ ସୋସିଆଲ୍‌ ମିଡିଆ ବ୍ୟବହାରକାରୀମାନେ ଲୀନାଙ୍କୁ ବିଦ୍ରୋହ କରୁଛନ୍ତି । ପୋଲିସ୍‌ ଏବଂ କେନ୍ଦ୍ର […]
Read More...

Advertisement