manash manggaraj
ରାଜନୀତି 

ଶପଥ ନେଲେ ରାଜ୍ୟସଭା ନିର୍ବାଚିତ ନୂଆ ସାଂସଦ ମାନସ ମଙ୍ଗରାଜ ଏବଂ ସୁଲତା ଦେଓ

ଶପଥ ନେଲେ ରାଜ୍ୟସଭା ନିର୍ବାଚିତ ନୂଆ ସାଂସଦ ମାନସ ମଙ୍ଗରାଜ ଏବଂ ସୁଲତା ଦେଓ ନୂଆଦିଲ୍ଲୀ: ଜୁଲାଇ ୦୮: ରାଜ୍ୟସଭାରେ ଶପଥ ନେଲେ ବିଜେଡିର ରାଜ୍ୟସଭା ନିର୍ବାଚିତ ନୂଆ ସାଂସଦ ମାନସ ମଙ୍ଗରାଜ ଏବଂ ସୁଲତା ଦେଓ । ଦିନ ୧୧ଟାରେ ଶପଥ ଗ୍ରହଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ରାଜ୍ୟ ମାନଙ୍କର ନିର୍ବାଚିତ ସାଂସଦ ମାନେ ପଦ ଓ ଗୋପୋନୀୟତାର ଶପଥ ଗ୍ରହଣ କରିଛନ୍ତି । ରାଜ୍ୟସଭାରେ ଓଡ଼ିଆରେ ଶପଥ ନେଇଥିଲେ ଏହି ଦୁଇ ସାଂସଦ । ସୂଚନା ଥାଉକି, ନିଜ ନିଜ ପରିବାର ସହିତ ଦୁଇ ସାଂସଦ ଶପଥ ଗ୍ରହଣ […]
Read More...

Advertisement