manash death mystory
ଅପରାଧ 

ଶର୍ମିଷ୍ଠାଙ୍କୁ ରିମାଣ୍ଡରେ ନେଲା କ୍ରାଇମବ୍ରାଞ୍ଚ

ଶର୍ମିଷ୍ଠାଙ୍କୁ ରିମାଣ୍ଡରେ ନେଲା କ୍ରାଇମବ୍ରାଞ୍ଚ କଟକ: ମାର୍ଚ୍ଚ ୨୯: ମାନସ ସ୍ୱାଇଁ ହତ୍ୟା ମାମଲା । ଅଭିଯୁକ୍ତ ଶର୍ମିଷ୍ଠା ରାଉତକୁ ରିମାଣ୍ଡରେ ନେଲା କ୍ରାଇମବ୍ରାଞ୍ଚ । ଶର୍ମିଷ୍ଠାଙ୍କୁ ୫ ଦିନିଆ ରିମାଣ୍ଡରେ ନିଆଯାଇଛି। ଏହାସହ ସହଯୋଗୀ ଝୁନା, ସୂଚନା ଓ ଲୋକସଂପର୍କ ବିଭାଗର ପୂର୍ବତନ ବୈଷୟିକ ନିର୍ଦ୍ଦେଶକ ନିରଂଜନ ସେଠୀ ଏବଂ ରାଜ୍ କମ୍ୟୁନିକେସନର ମାଲିକ ରଂଜନ ନାୟକଙ୍କୁ ବି ରିମାଣ୍ଡରେ ନେଇଛି କ୍ରାଇମବ୍ରାଞ୍ଚ୍‌ ଟିମ୍‌ । ଭଦ୍ରକ ଜେଲ୍ରୁ ଏହି ୪ ଅଭିଯୁକ୍ତଙ୍କୁ ଆଣି କଟକ କ୍ରାଇମବ୍ରାଞ୍ଚ ଅଫିସ୍ରେ କଡା ସୁରକ୍ଷାବଳୟ […]
Read More...

Advertisement