manasanmaha movie selected for ginig world record as receiving highest number of award
ମନୋରଞ୍ଜନ 

ଗିନିଜ ୱାର୍ଲଡ ରେକର୍ଡରେ ମନାସାନମାହା ସର୍ଟ ମୁଭି

ଗିନିଜ ୱାର୍ଲଡ ରେକର୍ଡରେ ମନାସାନମାହା ସର୍ଟ ମୁଭି ମୁମ୍ବାଇ: ଜୁଲାଇ ୦୫: ତେଲୁଗୁ ସର୍ଟ ଫିଲ୍ମ ମନାସାନମାହା ଗିନିଜ ବୁକ ଅଫ ୱାଲï ରେକର୍ଡରେ ବିଶ୍ୱର ସବୁଠାରୁ ଅଧିକ ପୁରସ୍କାର ପାଇଥିବା କ୍ଷୁଦ୍ର ଚଳଚ୍ଚିତ୍ର ଭାବେ ଇତିହାସ ସୃଷ୍ଟି କରିଛି । ଦକ୍ଷିଣ ଭାରତୀୟ ନିର୍ଦ୍ଦେଶକ ଦୀପକ ରେଡିଙ୍କ ଏହି ଫିଲ୍ମ ୫୧୩ ଟି ଆୱାର୍ଡ ପାଇ ସାରିଲାଣି । କେବଳ ଜାତୀୟ ନୁହେଁ ବରଂ ଆନ୍ତର୍ଜାତୀୟ ପୁରସ୍କାର ହାସଲ କରିଥିବା ଏଇ ସର୍ଟ ଫିଲ୍ମ, ଦାଦାସାହେବ ଫାଲକେ ଇଣ୍ଟରନ୍ୟାସନାଲ ଫିଲ୍ମ ଫେଷ୍ଟିଭାଲରେ ଶ୍ରେଷ୍ଠ କ୍ଷୁଦ୍ର […]
Read More...

Advertisement