man of the mach
ଖେଳ 

ମୁମ୍ବାଇ ଟେଷ୍ଟ ସିରିଜ୍‌ରେ ଭାରତ ବିଜୟ

ମୁମ୍ବାଇ ଟେଷ୍ଟ ସିରିଜ୍‌ରେ ଭାରତ ବିଜୟ ମୁମ୍ବାଇ: ଆଜି ଟେଷ୍ଟ ସିରିଜ୍‌ରେ ଚମତ୍କାର ପ୍ରଦର୍ଶନ କରି ଟିମ୍‌ ଇଣ୍ଡିଆ ପୁଣି ଥରେ ନ୍ୟୁଜିଲାଣ୍ଡକୁ ପଛରେ ପକାଇ ଟେଷ୍ଟ ର୍ୟାଙ୍କିଙ୍ଗରେ ପ୍ରଥମ ସ୍ଥାନରେ ଅଧିକାର କରିଛି । ଏହାହସିତ ଭାରତରେ ବର୍ତ୍ତମାନ (୧୨୪ ପଏଣ୍ଟ) ଥିବାବେଳେ କିୱି ଦଳ (୧୨୧ ପଏଣ୍ଟ) ସହିତ ଦ୍ୱିତୀୟ ସ୍ଥାନକୁ ଖସି ଆସିଛି । ହେଲେ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍‌ ତାଲିକାରେ ଟିମ୍‌ ଇଣ୍ଡିଆ ତୃତୀୟ ସ୍ଥାନରେ ରହିଛି । ସୂଚନା ଥାଉଯେ, ପ୍ରଥମ କାନପୁର ଟେଷ୍ଟକୁ ଡ୍ର ରଖିବା […]
Read More...

Advertisement