Mamita Meher Murder Case
<% catList.forEach(function(cat){ %>
<%= cat.label %>
<% }); %>
<%- node_title %>
Published On
By <%= createdBy.user_fullname %>
<%- node_title %>
Published On
By <%= createdBy.user_fullname %>
<% if(node_description!==false) { %>
<%= node_description %>
<% } %>
<% catList.forEach(function(cat){ %>
<%= cat.label %>
<% }); %>
Read More...
ମମିତା ମେହେର ହତ୍ୟାକାଣ୍ଡ ମାମଲାର ମୁଖ୍ୟ ଅଭିଯୁକ୍ତକୁ ୧୪ ଦିନିଆ ଜାମିନ
Published On
By Samaya Live
କଣ୍ଟାବାଞ୍ଜି: ବହୁଚର୍ଚ୍ଚିତ କଳାହାଣ୍ଡି ଜିଲ୍ଲା ମହାଲିଙ୍ଗ ସନସାଇନ ସ୍କୁଲ ଶିକ୍ଷୟତ୍ରୀ ମମିତା ମେହେର ହତ୍ୟାକାଣ୍ଡ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଭାବେ କଣ୍ଟାବାଞ୍ଜି ଉପକାରାଗାରରେ ବିଚାରଧୀନ ବନ୍ଦୀ ଭାବେ ଥିବା ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କୁ କଣ୍ଟାବାଞ୍ଜି ଅତିରିକ୍ତ ଦୌରା ଜଜ ଶୁକ୍ରଠାରୁ ଆସନ୍ତା ୧୪ ଦିନ ପାଇଁ ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ ମତେ ସର୍ତ୍ତ ମୂଳକ ଜାମିନ ମଂଜୁର ପରେ ଗୋବିନ୍ଦ ଜେଲରୁ ଆଜି ଖଲାସ ହୋଇଛନ୍ତି । ହାଇକୋର୍ଟଙ୍କ ନିଷ୍ପତି ଅନୁସାରେ ମଧ୍ୟବର୍ତ୍ତିକାଳୀନ ଜାମିନ ଦେଲେ […]
ବିରୋଧୀଙ୍କ ବିକ୍ଷୋଭ ଯୋଗୁଁ ବିଧାନସଭା ସଭା ଗୃହ ଅପରାହ୍ନ ୪ଟା ଯାଏ ମୁଲତବୀ
Published On
By Samaya Live
ଭୁବନେଶ୍ୱର: ଡିସେମ୍ବର ୦୮: ଆଜି ଷଷ୍ଠ ଦିନରେ ମଧ୍ୟ ବିଧାନସଭା ଗୃହରେ ସମାନ ପରିସ୍ଥିତି ଦେଖାଯାଇଛି । ସଭା ଆରମ୍ଭରୁ ମମିତା ହତ୍ୟାକାଣ୍ଡ ପ୍ରସଙ୍ଗ ନେଇ ଗୃହରେ ବିରୋଧୀ ହୋହାଲ୍ଲା କରିଥିଲେ । ଫଳରେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଅପରାହ୍ନ ୪ଟା ଯାଏ ଗୃହ ମୁଲତବୀ ରଖିଛନ୍ତି । ବିଧାନସାରେ ବିରୋଧୀ ହୋହାଲ୍ଲା ସହିତ ପ୍ଲା-କାର୍ଡ ଧରି ନାରାବାଜି କରିଥିଲେ । ଯାହାକୁ ନେଇ ଗୃହକୁ ଦିନ ସାଢେ ୧୧ଟା ଯାଏ ମୁଲତବୀ ରଖିଥିଲେ ବାଚସ୍ପତି […]
ସନସାଇନ୍ ସ୍କୁଲରେ ଯୌନ ର୍ନିଯାତନା: କଳାହାଣ୍ଡି ଏସ୍ପିଙ୍କୁ ରିପୋର୍ଟ ତଲବ କଲେ ଏନ୍ସିପିସିଆର
Published On
By Samaya Live
ଭୁବନେଶ୍ୱର: ନଭେମ୍ବର ୧୩: ଶିକ୍ଷୟିତ୍ରୀ ମମିତା ମେହେର ବୀଭତ୍ସ ହତ୍ୟା ଓ ସେକ୍ସ ସ୍କାଣ୍ଡାଲ ମାମଲାରେ ଜାତୀୟ ଶିଶୁ ସୁରକ୍ଷା ଅଧିକାର କମିଶନ(ଏନସିପିସିଆର) କଡ଼ା ଆଭିମୁଖ୍ୟ ପୋଷଣ କରିଛନ୍ତି । ମହାଲିଙ୍ଗସ୍ଥିତ ସନସାଇନ୍ ପବ୍ଲିକ ସ୍କୁଲରେ ଝିଅମାନଙ୍କୁ ଯୌନ ର୍ନିଯାତନା ମାମଲାରେ ବିସ୍ତୃତ ତଥ୍ୟ ୩ଦିନ ସୁଦ୍ଧା ଦାଖଲ କରିବାକୁ କଳାହାଣ୍ଡି ପୁଲିସ ଏସପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏନସିପିସିଆର ନିଜଆଡ଼ୁ ଏହାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ପୂର୍ବରୁ ବଲାଙ୍ଗିର ପୁଲିସ ଏସପିଙ୍କୁ ଏନସିପିସିଆର ରିପୋର୍ଟ […]
ଆସନ୍ତା କାଲି ୬ ଘଣ୍ଟିଆ ଓଡ଼ିଶା ବନ୍ଦ କରିବ କଂଗ୍ରେସ
Published On
By Samaya Live
ଭୁବନେଶ୍ୱର: ନଭେମ୍ବର ୧୧: ମମିତା ମେହେର ହତ୍ୟା ମାମଲାରେ ବିବାଦୀୟ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବିରେ ଆସନ୍ତାକାଲି କଂଗ୍ରେସର ୬ଘଣ୍ଟିଆ ଓଡ଼ିଶା ବନ୍ଦ ଡ଼ାକରା ଦେଇଛି । ମନ୍ତ୍ରୀଙ୍କ ଇସ୍ତାଫା ସହିତ ମମିତାଙ୍କ ପରିବାରକୁ ନ୍ୟାୟ ଦେବା ଉଦ୍ଦେଶ୍ୟରେ କଂଗ୍ରେସ ଏହି ବନ୍ଦ ଡ଼ାକରା ଦେଇଛି । ସକାଳ ୬ଟାରୁ ଦିନ ୧୨ଟା ଯାଏଁ କଂଗ୍ରେସ ବନ୍ଦ ପାଳନ କରିବ । ପୂର୍ବରୁ ଏହି ବନ୍ଦ ପାଳନ ୧୨ ଘଣ୍ଟା ହେବାର ଥିଲା ବେଳେ ପରବର୍ତ୍ତୀ […]

