malai ladoo recipe
ସାହିତ୍ୟ 

ମଲାଇ ଲଡ଼ୁ

ମଲାଇ ଲଡ଼ୁ ସାମଗ୍ରୀ: କ୍ଷୀର, ଚିନି, ଭିନେଗାର, ଗୁଜରାତି ଗୁଣ୍ଡ । ପ୍ରଣାଳୀ: ପ୍ରଥମେ ଏକ କଡ଼େଇରେ ୧ ଲିଟର କ୍ଷୀର ଗରମ କର;ୁ । ଏହା ଭଲଭାବେ ଫୁଟିଲେ ଏଥିରେ କିଛି ଭିନେଗାର ମିଶା;ୁ । ଭିନେଗାରର ଖଟା କାରଣରୁ କ୍ଷୀର ଛେନା ଛିଣ୍ଡି ଯିବ । ପରେ ଏହାକୁ କିଛି ସମୟ ଫୁଟାଇ ଗ୍ୟାସ୍‌ ବନ୍ଦ କର;ୁ । ଏହାପରେ ଛେନାକୁ ଏକ କପଡ଼ାରେ ଛାଣି ପାଣି ନିଗାଡ଼ି ଦିଅ;ୁ । ଭିନେଗାର ଖଟା ଓ ଏହାର […]
Read More...

Advertisement