make your life to easy
ଜୀବନଚର୍ଯ୍ୟା 

ହେୟାର ଡ୍ରାୟର୍‌ର ବହୁମୁଖୀ ବ୍ୟବହାର

ହେୟାର ଡ୍ରାୟର୍‌ର ବହୁମୁଖୀ ବ୍ୟବହାର ଭୁବନେଶ୍ୱର: ସେପ୍‌ଟେମ୍ବର ୬: ଯଦି ବାହାରକୁ କୌଣସି ଆଡ଼େ ଯିବାକୁ ଅଛି, ଆଉ କେଶ ଓଦା ଅଛି, ତେବେ ଖୋଜାପଡ଼େ ହେୟାର ଡ୍ରାୟର । ମୁଖ୍ୟତଃ କେଶ ଶୁଖାଇବା ଲାଗି ବ୍ୟବହାର କରାଯାଏ ଡ୍ରାୟର । ହେୟାର ଡ୍ରାୟର କେବଳ କେଶ ଶୁଖାଇବା କାମ କରେନାହିଁ, ଏହା ଆହୁରି ଅନେକ କାମ ମଧ୍ୟ କରିଥାଏ । ଏହାଦ୍ୱାରା ଅନେକ କାମ ସହଜ ମଧ୍ୟ ହୋଇଯାଇଥାଏ । ଚାଲନ୍ତୁ ଜାଣିବା ଏହା ଆଉ କେଉଁ କେଉଁ କାମ କରିଥାଏ […]
Read More...

Advertisement