major cabinet reshuffle
ରାଜନୀତି 

ମମତା ବାନାର୍ଜୀଙ୍କ ମନ୍ତ୍ରିମଣ୍ଡଳରେ ବଡ଼ ପରିବର୍ତ୍ତନ, ମନ୍ତ୍ରୀ ପଦ ପାଇଲେ ବାବୁଲ୍‌ ସୁପ୍ରିୟୋ

ମମତା ବାନାର୍ଜୀଙ୍କ ମନ୍ତ୍ରିମଣ୍ଡଳରେ ବଡ଼ ପରିବର୍ତ୍ତନ, ମନ୍ତ୍ରୀ ପଦ ପାଇଲେ ବାବୁଲ୍‌ ସୁପ୍ରିୟୋ ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିଜ ମନ୍ତ୍ରୀମଣ୍ଡଳରେ ବଡ଼ ପରିବର୍ତ୍ତନ କରିଛନ୍ତି । ମୋଟ ୧୦ ଜଣ ନୂଆ ମନ୍ତ୍ରୀଙ୍କୁ କ୍ୟାବିନେଟରେ ଜାଗା ମିଳିଛି । ଏଥିରେ ବାବୁଲ୍‌ ସୁପ୍ରିୟୋଙ୍କୁ ମଧ୍ୟ ମନ୍ତ୍ରୀ କରାଯାଇଛି । ତେବେ ମମତା ସରକାର ନିଜ ମନ୍ତ୍ରୀମଣ୍ଡଳର ପରିବର୍ତ୍ତନ ଏମିତି ସମୟରେ କରିଛନ୍ତି, ଯେତେବେଳେ କି, ତୃଣମୂଳ କଂଗ୍ରେସ ଦଳ ପାର୍ଥ ଚାଟାର୍ଜୀଙ୍କ କାରଣରୁ ଟାର୍ଗେଟରେ ରହିଛି । ସୂଚନାଥାଉ କି, ପୂର୍ବରୁ ଦଳୀୟ ମନ୍ତ୍ରୀ ଥିବା ପାର୍ଥ ଚାଟାର୍ଜୀ […]
Read More...

Advertisement