Majibar Rehman Malik
ସ୍ୱାସ୍ଥ 

ସାପ ପରି କାତି ଛଡ଼ାଉଥିବା ଯୁବକ

ସାପ ପରି କାତି ଛଡ଼ାଉଥିବା ଯୁବକ ପାଟନା: ବିହାରର ୨୫ ବର୍ଷୀୟ ମଜବୀର ରହମନ ମଲିକ ତାଙ୍କ ବିରଳ ରୋଗ ପାଇଁ ସମଗ୍ର ବିଶ୍ୱରେ ଆଲୋଚନାର ବିଷୟ ପାଲଟିଛନ୍ତି । ମଲିକ ‘ଏରିଥ୍ରୋଡର୍ମା’ ନାମକ ଏକ ରୋଗରେ ପୀଡ଼ିତ ଅଛନ୍ତି । ତ୍ୱଚାର ଏକ ଗମ୍ଭୀର ଏବଂ ଜୀବନ ପ୍ରତି ବିପଦ ଥିବା ରୋଗରେ ଏହାକୁ ବିବେଚନା କରାଯାଏ । ଏପରି ବିରଳ ରୋଗରେ ରୋଗୀଙ୍କ ଚର୍ମ ଲାଲ ପଡ଼ିଯାଏ, ଯାହାକୁ ‘ରେଡ୍‌ ମ୍ୟାନ୍‌ ସିଣ୍ଡ୍ରୋମ’ କୁହାଯାଏ । ଜନ୍ମର କିଛି ଦିନ ପରେ […]
Read More...

Advertisement