Main accused arrested in Bihar poisoned liquor death case
ଦେଶ- ବିଦେଶ  ଅପରାଧ 

ବିହାର ବିଷାକ୍ତ ମଦ ମୃତ୍ୟୁ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଗିରଫ

ବିହାର ବିଷାକ୍ତ ମଦ ମୃତ୍ୟୁ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଗିରଫ ନୂଆଦିଲ୍ଲୀ : ବିହାର ଛପରା ଜିଲ୍ଲାରେ ହୋଇଥିବା ବିଷାକ୍ତ ମଦମୃତ୍ୟୁ ମାମଲାର ମାଷ୍ଟର ମାଇଣ୍ଡ ଦିଲ୍ଲୀରୁ ଗିରଫ । ଦିଲ୍ଲୀ ପୋଲିସର କ୍ରାଇମ ବ୍ରାଞ୍ଚ ହାତରେ ଧରା ପଡ଼ିଛି ମାଷ୍ଟରମାଇଣ୍ଡ ରାମ ବାବୁ । ବହୁ ଦିନରୁ ପୋଲିସ ତାକୁ ଖୋଜୁଥିବା ବେଳେ ମଦ ମୃତ୍ୟୁ ଖବର ଶୁଣି ସେ ବିହାରରୁ ପଳେଇ ଯାଇ ଦିଲ୍ଲୀରେ ଲୁଚିକି ରହିଥିଲା । ସେ ଦିଲ୍ଲୀର ଦ୍ୱାରକା ଅଂଚଳରେ ଲୁଚିଥିବା କଥା ଅପରାଧ ଶାଖାର ଇନସ୍ପେକ୍ଟର ସଞ୍ଜୟ କୁମାରଙ୍କ ଟିମକୁ […]
Read More...

Advertisement