mahima saint
ଜିଲ୍ଲା  ଓଡ଼ିଶା 

ଆଜିଠୁ ଆରମ୍ଭ ଯୋରନ୍ଦା ମାଘ ମେଳା

ଆଜିଠୁ ଆରମ୍ଭ ଯୋରନ୍ଦା ମାଘ ମେଳା ଯୋରନ୍ଦା: ଫେବୃଆରୀ ୧୫: ଆଜିଠୁ ଆରମ୍ଭ ବିଶ୍ଵ ପ୍ରସିଦ୍ଧ ଯୋରନ୍ଦା ମେଳା । ୩ ଦିନ ଧରି ଚାଲିଥିବା ଏହି ମେଳାରେ ବିଭିନ୍ନ ପ୍ରାନ୍ତରୁ ସାଧୁସନ୍ଥଙ୍କ ସମାଗମ ହୋଇଥାଏ । ଉଭୟ ବକ୍କଳ ଧାରୀ ଓ କୌପିନଧାରୀ ମହିମା ସମାଜ ପକ୍ଷରୁ ଶ୍ରଦ୍ଧାଳୁଙ୍କ ପାଇଁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି।ତେବେ ଚଳିତ ଥରର ମାଘ ମେଳା ବିନା ଶ୍ରଦ୍ଧାଳୁଙ୍କ ଦ୍ୱାରା ପାଳନ କରାଯାଉଥିବାବେଳେ କେବଳ ସାଧୁସନ୍ଥଙ୍କୁ ଏଠାକୁ ଆସିବାକୁ ଅନୁମତି ମିଳିଛି । କୋଭିଡ଼ ପରିସ୍ଥିତି ପାଇଁ ଅଣଟିକାକୃତ […]
Read More...

Advertisement