Mahendra Singh Dhoni
ଖେଳ 

ଅବସର ନେଲେ ଧୋନିଙ୍କ ପାକିସ୍ତାନୀ ଫ୍ୟାନ୍‌

ଅବସର ନେଲେ ଧୋନିଙ୍କ ପାକିସ୍ତାନୀ ଫ୍ୟାନ୍‌ ନୂଆଦିଲ୍ଲୀ, ଅଗଷ୍ଟ ୧୮: ଭାରତର ପୂର୍ବତନ ଅଧିନାୟକ ତଥା କ୍ୟାପଟେନ କୂଲ ମହେନ୍ଦ୍ର ସିଂ ଧୋନିଙ୍କ ଅନ୍ତର୍ଜାତିକ କ୍ରିକେଟରୁ ଅପ୍ରତ୍ୟାସିତ ଅବସର ତାଙ୍କ ପାକିସ୍ତାନୀ ସୁପର୍‌ଫ୍ୟାନ୍‌ ମହମ୍ମଦ ବିସିର ବୋଜାଇଙ୍କୁ ବ୍ୟଥିତ କରିଛି । ଏହି ପରିପ୍ରେକ୍ଷୀରେ ସେ ଆଉ ଭାରତ-ପାକିସ୍ତାନ ମଧ୍ୟରେ ଅନୁଷ୍ଠିତ କୌଣସି ଅନ୍ତର୍ଜାତୀୟ କ୍ରିକେଟ ମ୍ୟାଚ୍‌ ଦେଖିବାକୁ ଯିବେନି ବୋଲି ଘୋଷଣା କରିଛନ୍ତି । କରାଚିରେ ଜନ୍ମିତ ‘ଚାଚା ସିକାଗୋ’ ଭାବେ ପରିଚିତ ବସିର କ୍ରିକେଟ ଦେଖିବା ଛାଡ଼ିଦେଇଥିବା ଘୋଷଣା କରିଛନ୍ତି । […]
Read More...

Advertisement