mahatma gandhi and lal bahadur shastri jayanti
ସାହିତ୍ୟ 

ଇତିହାସର ଆଇନାରେ ଗାନ୍ଧିଜୀ ଓ ଶାସ୍ତ୍ରୀଜୀ

ଇତିହାସର ଆଇନାରେ ଗାନ୍ଧିଜୀ ଓ ଶାସ୍ତ୍ରୀଜୀ ଇତିହାସ ପୃଷ୍ଠାରେ ଅକେଫାବର ଦୁଇ ତାରିଖ ହେଉଛି ଏକ ଅବିସ୍ମରଣୀୟ ଦିବସ । ସେହିଦିନ ୧୮୬୯ ମସିହାରେ ସତ୍ୟ ଓ ଅହିଂସାର ପୂଜାରୀ, ଜାତିର ପିତା, ମହାମାନବ ମହାତ୍ମା ଗାନ୍ଧି ଜନ୍ମଗ୍ରହଣ କରିଥିଲେ । ତାଙ୍କର ଜନ୍ମଦିବସରେ ତାଙ୍କର ସମସ୍ତ ଗୁଣକୁ ଧାରଣ କରି ଲାଲବାହାଦୂର ଶାସ୍ତ୍ରୀ ୧୯୦୪ ମସିହା ଅକେଫାବର ୨ ତାରିଖରେ ପବିତ୍ର ଗଙ୍ଗାନଦୀ କୂଳରେ ଉତ୍ତରପ୍ରଦେଶର ମୋଗଲ ସରାଇ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ସେ ଦୃଷ୍ଟିରୁ ଅକେଫାବର ୨ ତାରିଖ କେବଳ […]
Read More...

Advertisement