Mahashivratri 2023
Feature 

ମହା ଶିଵରାତ୍ରୀ ପୂଜା ପାଇଁ ଏହି ନିୟମ ପାଳନ କରନ୍ତୁ

ମହା ଶିଵରାତ୍ରୀ ପୂଜା ପାଇଁ ଏହି ନିୟମ ପାଳନ କରନ୍ତୁ ପ୍ରତ୍ୟକବର୍ଷ ଫାଲ୍ଗୁନ ମାସ କୃଷ୍ଣ ପକ୍ଷ ଚତୁର୍ଦଶୀ ତିଥିକୁ ମହା ଶିବରାତ୍ରି ରୂପେ ପାଳନ କରାଯାଏ I ଏହାକୁ ମହା ଶିବରାତ୍ରୀ କହିବାର ଅର୍ଥ ହେଲା ବର୍ଷର ପ୍ରତିମାସରେ ପଡୁଥିବା କୃଷ୍ଣ ପକ୍ଷର ଚତୁର୍ଦଶୀରେ ଶୈବ ଭକ୍ତ ମାନେ ଶିବରାତ୍ରି ପାଳନ କରିଥାନ୍ତି I କିନ୍ତୁ ଫାଲ୍ଗୁନ ମାସ କୃଷ୍ଣ ପକ୍ଷରେ ପଡୁଥିବା ଏହି ଚତୁର୍ଦଶୀକୁ ମହାଶିବରାତ୍ରୀ କୁହା ଯାଏ I ପ୍ରତ୍ୟକ ହିନ୍ଦୁ ଧର୍ମର ନରନାରୀ ଏହି ମହା ଶିଵରାତ୍ରୀକୁ ଖୁବ ନିଷ୍ଠାର ସହକାରେ ପାଳନ […]
Read More...
Feature 

ଭୁବନେଶ୍ୱର ,ଶିବରାତ୍ରି ପାଇଁ ରାତି ୧୦ରେ ଉଠିବ ଲିଙ୍ଗରାଜଙ୍କ ମହାଦୀପ

ଭୁବନେଶ୍ୱର ,ଶିବରାତ୍ରି ପାଇଁ ରାତି ୧୦ରେ ଉଠିବ ଲିଙ୍ଗରାଜଙ୍କ ମହାଦୀପ ଆସନ୍ତା ଫେବୃଆରୀ ୧୮ ତାରିଖରେ ପାଳନ ହେବ ମହାଶିବରାତ୍ରୀ I ଏଥିପାଇଁ ଶୈବ ପୀଠ ଗୁଡିକ ଚାଳଚଞ୍ଚଳ ହୋଇ ପଡିଲେଣି I ମନ୍ଦିର ଗୁଡିକ ସଫେଇ ସାଙ୍ଗକୁ ଚୂନ ଧଉଳା ହେଉଛି I ଏହପରେ ରଙ୍ଗ ଦିଆ ଯିବ I ସେହିପରି ଭୁବନେଶ୍ୱରରେ ଏକାମ୍ର ଶୈବ କ୍ଷେତ୍ର ତଥା ଲିଙ୍ଗରାଜଙ୍କ ନୀତି ନିର୍ଘଣ୍ଟ ହେଇ ଯାଇଛି Iରାତି ୧୦ଟାରେ ଉଠିବ ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ମହାଦୀପ। ପୂର୍ବବର୍ଷ ପରି ଏଥର ମଧ୍ୟ ଭୋର ୩ଟାରେ ମନ୍ଦିର ଖୋଲାଯାଇ ନୀତିକାନ୍ତି […]
Read More...
Feature 

ମହାଶିବରାତ୍ରୀ ୨୦୨୩ : କାହିଁକି ପାଳନ କରାଯାଏ ଶିବରାତ୍ରୀ

ମହାଶିବରାତ୍ରୀ ୨୦୨୩ : କାହିଁକି ପାଳନ କରାଯାଏ ଶିବରାତ୍ରୀ ଚଳିତ ବର୍ଷ ମହାଶିବରାତ୍ରୀ ୧୮ ଫେବୃଆରୀ ଶନିବାର ଦିନ ପାଳନ କରାଯିବ I ହିନ୍ଦୁ ସନାତନ ଧର୍ମ ଗୁଡିକ ମଧ୍ୟରୁ ଅନ୍ୟତମ ହେଉଛି ମହାଶିବରାତ୍ରୀ ବ୍ରତ I ଏହା ଫାଲ୍‌ଗୁନମାସ କୃଷ୍ଣ ପକ୍ଷ ଚତୁର୍ଦ୍ଦଶୀ ଦିନ ପାଳନ କରାଯାଏ I ଏହି ବ୍ରତରେ ଆରାଧ୍ୟ ଦେବତା ହେଉଛନ୍ତି ଭଗବାନ ଶିବଶଙ୍କର I ମାନ୍ୟତା ଅନୁସାରେ ମାଘ ମାସର ‘ମାଘସ୍ନାନ’ ବ୍ରତ ମଧ୍ୟରେ କୃଷ୍ଣ ଚତୁର୍ଦ୍ଦଶୀ ତିଥିକୁ ଶିବରାତ୍ରି ବ୍ରତ ପାଳନ କରାଯାଏ ବୋଲି ବର୍ଣ୍ଣନା ଥିଲେ ମଧ୍ୟ […]
Read More...

Advertisement