maharastra
ସ୍ୱାସ୍ଥ  ଦେଶ- ବିଦେଶ 

ଦେଶରେ ୭ ଶହ ପ।ର କଲ।ଣି ଓମିକ୍ରନ ଆକ୍ର।ନ୍ତଙ୍କ ସଂଖ୍ୟ।

ଦେଶରେ ୭ ଶହ ପ।ର କଲ।ଣି ଓମିକ୍ରନ ଆକ୍ର।ନ୍ତଙ୍କ ସଂଖ୍ୟ। ନୂଆଦିଲ୍ଲୀ: ଡିସେମ୍ବର ୨୯: ଦେଶରେ ୭ ଶହ ପ।ର କଲ।ଣି ଓମିକ୍ରନ ଆକ୍ର।ନ୍ତଙ୍କ ସଂଖ୍ୟ। । ବର୍ତ୍ତମାନ ଭ।ରତରେ ମୋଟ ଓମିକ୍ରମ ସଂକ୍ରମିତଙ୍କ ସଂଖ୍ୟ। ୭୮୨ରେ ପହଞ୍ଚିବା ସହିତ ଦିଲ୍ଲୀରେ ସର୍ବ।ଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ର।ଜଧ।ନୀ ଦିଲ୍ଲୀରେ ସଂକ୍ରମିତଙ୍କ ସଂଖ୍ୟ। ୨୩୮, ମହ।ର।ଷ୍ଟ୍ରରେ ୧୬୭,ଗୁଜର।ଟରେ ୭୩, କେରଳରେ ୬୫, ତେଲେଙ୍ଗ।ନ।ରେ ୬୨, ର।ଜସ୍ଥ।ନରେ ୪୬ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ତେବେ ଦିଲ୍ଲୀରେ ଓମିକ୍ରନ ସଂକ୍ରମଣ ବଢୁଥିବ।ରୁ କୋଭିଡ କଟକଣ। କଡ।କଡି କରିଦିଆଯ।ଇଛି […]
Read More...
ଦେଶ- ବିଦେଶ 

ଶ୍ରୀଗଣେଶଙ୍କୁ ୬ କୋଟି ଟଙ୍କାର ସୁନା ମୁକୁଟ ପନ୍ଧାଇଲେ ଭକ୍ତ

ଶ୍ରୀଗଣେଶଙ୍କୁ ୬ କୋଟି ଟଙ୍କାର ସୁନା ମୁକୁଟ ପନ୍ଧାଇଲେ ଭକ୍ତ ପୁନେ: ସେପ୍‌ଟେମ୍ବର ୧୦: ଆଜି ମହା ଗଣେଶ ଚତୁର୍ଥୀ ଉପଲକ୍ଷେ ସମଗ୍ର ଭାରତରେ ଶ୍ରୀଗଣେଶଙ୍କୁ ପୂଜାର୍ଚ୍ଚନା କରାଯାଉଛି । କରୋନା ନିୟମକୁ ମାନି କେତେକ ରାଜ୍ୟରେ ଗଣେଶ ପୂଜା ଚାଲୁଥିଲା ବେଳେ ଆଉ କେତେକ ରାଜ୍ୟରେ ପୂଜାକୁ କଡ଼ାକଡ଼ି କରାଯାଇଛି । କେରଳ, ମହାରାଷ୍ଟ୍ର ଓ ଦିଲ୍ଲୀରେ ସଂକ୍ରମଣ ଆଶଙ୍କା ଅଧିକ ଥିବାରୁ ସେଠାରେ ପୂଜାର ନିୟମକୁ କଡ଼ାକଡ଼ି କରାଯାଇଛି ଏବଂ ଭକ୍ତଙ୍କୁ ପୂଜା ପେଣ୍ଡାଲ ବାରଣ କରାଯାଇଛି । ସେହିପରି ମୁମ୍ବାଇରେ ୧୪୪ ଧାରା ଲାଗୁ […]
Read More...
ଦେଶ- ବିଦେଶ 

ଦକ୍ଷିଣ ଭାରତରେ ବନ୍ୟା ପରିସ୍ଥିିତି

ଦକ୍ଷିଣ ଭାରତରେ ବନ୍ୟା ପରିସ୍ଥିିତି ଦିଲ୍ଲୀ: ସେପ୍‌ଟେମ୍ବର ୧୦: ଲଗାତାର ମୌସୁମୀ ବର୍ଷା କାରଣରୁ କେତେକ ରାଜ୍ୟରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବାରେ ଲାଗିଛି । ସେହିପରି ସମୁଦ୍ର ଜଳସ୍ତର ମଧ୍ୟ ବୃଦ୍ଧି ପାଇଛି । ଉତ୍ତରପ୍ରଦେଶ, ବିହାର, ତେଲେଙ୍ଗାନା ସମେତ କେତେକ ଦକ୍ଷିଣ ରାଜ୍ୟରେ ବନ୍ୟା ଦେଖାଯାଇଛି । ପାହାଡ଼ିଆ ଅଞ୍ଚଳମାନଙ୍କରେ ଭୂÕଳନ ହେବାର ସୂଚନା ମିଳିଛି । ଉତ୍ତରପ୍ରଦେଶ ବନ୍ୟାରେ ଲୋକଙ୍କ ଘରେ ବନ୍ୟା ଜଳ ପଶିଯାଇଛି । ତେବେ ଉଦ୍ଧାରକାରୀ ଦଳ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରଣ କରିଥିବା […]
Read More...

Advertisement