Maharashtra
<% catList.forEach(function(cat){ %>
<%= cat.label %>
<% }); %>
<%- node_title %>
Published On
By <%= createdBy.user_fullname %>
<%- node_title %>
Published On
By <%= createdBy.user_fullname %>
<% if(node_description!==false) { %>
<%= node_description %>
<% } %>
<% catList.forEach(function(cat){ %>
<%= cat.label %>
<% }); %>
Read More...
ଗରବା ଖେଳୁ ଖେଳୁ ପୁଅର ମୃତ୍ୟୁ, ଖବର ଶୁଣି ବାପାଙ୍କର ପ୍ରାଣହାନୀ
Published On
By Samaya Live
ପାଲଘର: ଦୁର୍ଗାପୂଜା ସମୟରେ ଗୁଜୁରାତି ସମ୍ପ୍ରଦାୟର ଗରବା ନାଚ ବେଶ ପ୍ରସିଦ୍ଧ । ନବରାତ୍ରି ର ପ୍ରଥମ ଦିନରୁହିଁ ଆରମ୍ଭ ହୋଇଯାଇଥାଏ ଏହି ନାଚ I ତେବେ ଗରବା ନାଚ ସମୟରେ ଜଣେ ୩୫ ବର୍ଷୀୟ ଯୁବକଙ୍କ ମୃତ୍ୟୁ ଘଟିଛି I ପୁଅର ମୃତ ଦେହ ଦେଖି ବାପାଙ୍କର ମଧ୍ୟ ପ୍ରାଣହାନୀ ହୋଇଛି I ଏପରି ପରି ହୃଦୟ ବିଦାରକ ଘଟଣା ଘଟିଛି ମହାରାଷ୍ଟ୍ରର ପାଲଘରରେ। ଖବର ଅନୁସାରେ ପାଲଘରର ଭିରାରରେ ଗ୍ଲୋବାଲ ସିଟି କମ୍ପ୍ଲେକ୍ସରେ ଏକ […]
ଜାତୀୟ କରାଟେ ପ୍ରତିଯୋଗିତାରେ ଓଡ଼ିଶା ଦ୍ୱିତୀୟ
Published On
By Samaya Live
ଭୁବନେଶ୍ୱର : ଜୁନ୍ ୨୧ : ମହାରାଷ୍ଟ୍ରର ପୁନେଠାରେ ଜାତୀୟ କରାଟେ ପ୍ରତିଯୋଗିତା ଉଦ୍ଯାପିତ ହୋଇଯାଇଛି । ଏହି ପ୍ରତିଯୋଗିତାରେ ଓଡ଼ିଶା ୪ଟି ସ୍ୱର୍ଣ୍ଣ, ୬ଟି ରୌପ୍ୟ ଓ ୯ଟି ବ୍ରୋଞ୍ଜ ପଦକ ସହ ମୋଟ୍ ୧୯ଟି ପଦକ ଜିତି ଦ୍ୱିତୀୟ ସ୍ଥାନରେ ରହିଛି । ଏହି ପ୍ରତିଯୋଗିତା ପୁନେର ବାଲୱାଡି ଇନ୍ଡୋର ଷ୍ଟାଡିୟମ୍ରେ ୧୭ରୁ ୧୯ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା । ଓଡ଼ିଶାର ୫୫ ଜଣିଆ ଖେଳାଳି ଓ ଅଫିସିଆଲ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ […]
ଦିଲ୍ଲୀରେ ୪ ନୂଆ ଓମିକ୍ରନ ସଂକ୍ରମିତ ଚିହ୍ନଟ: ଦେଶରେ ଏବେ ୪୫ ସଂକ୍ରମିତ
Published On
By Samaya Live
ଦିଲ୍ଲୀ: ଡିସେମ୍ବର ୧୪: ଦକ୍ଷିଣ ଆଫ୍ରିକାରୁ ଆରମ୍ଭ ହୋଇଥିବା ଓମିକ୍ରନ ଏବେ ଧୀରେ ଧୀରେ ଏସିଆ ମହାଦେଶରେ ବ୍ୟାପିବାକୁ ଲାଗିଛି । ଗତକାଲି ମହାରାଷ୍ଟ୍ରରେ ଦୁଇଜଣ କରୋନା ସଂ୍ରକମିତ ଚିହ୍ନଟ ହୋଇଥିଲା ବେଳେ ଆଜି ଦିଲ୍ଲୀରେ ୪ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏମାନଙ୍କୁ ମିଶାଇ ଏବେ ଦେଶରେ ୪୫ ଜଣ ଓମିକ୍ରନରେ ସଂକ୍ରମିତ ହୋଇସାରିଲେଣି । ସେହିପରି ଦିଲ୍ଲୀରେ ଓମିକ୍ରନ ସଂକ୍ରମିତଙ୍କ ସଂଖ୍ୟା ୬ରେ ପହଞ୍ଚିଛି । ଏନେଇ ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି । […]
ଛୋଟ ବଡି ବିଲïରଙ୍କ ବିଶ୍ୱ ରେକର୍ଡ
Published On
By Samaya Live
ମହାରାଷ୍ଟ୍ର: ଉଚ୍ଚତା ମାତ୍ର ୩ ଫୁଟ୍ ୪ ଇଞ୍ଚ କିନ୍ତୁ ବିଶ୍ୱ ରେକର୍ଡର ଅଧିକାରୀ । ନିଜ ସ୍ୱପ୍ନକୁ ସତରେ ପରିଣତ କରି ଦେଖାଇଛନ୍ତି ଭାରତୀୟ ବଡି ବିଲïର ପ୍ରତୀକ ବିଟ୍ଟଲ ମୋହିତେ । ଦିନେ ଉଚ୍ଚତା ପାଇଁ ଲୋକଙ୍କଠାରୁ ପରିହାସ ପାଉଥିବା ପ୍ରତୀକ ଆଜି ସମଗ୍ର ବିଶ୍ୱରେ ପରିଚିତ । ଦୁନିଆର ସବୁଠୁ ଛୋଟ ବଡି ବିଲïର ଭାବେ ବିଶ୍ୱ ରେକର୍ଡ ଟାଇଟଲ ଜିତିବାରେ ସଫଳ ହୋଇଛନ୍ତି । ତାଙ୍କ ନାମ ଗିନିଜ ୱାଲïର୍ ରେକର୍ଡରେ […]
୭ କିଲୋ ସୋୟାବିନରେ ଗଣେଶ ମୂର୍ତ୍ତି
Published On
By Samaya Live
ମହାରାଷ୍ଟ୍ର: ସେପ୍ଟେମ୍ବର ୧୩: ମହାରାଷ୍ଟ୍ରର ୱାଶିମ ଜିଲ୍ଲାରେ କେତେଜଣ ଚାଷୀ ସୋୟାବିନ ଦାନରୁ ଭଗବାନ ଗଣେଶଙ୍କ ଭବ୍ୟ ମୂର୍ତ୍ତି ନିର୍ମାଣ କରିଛନ୍ତି । ଜିଲ୍ଲାର କାମରଗାଁର ଜୟ ଭବାନୀ-ଜୟ ଶିବାଜୀ ସାର୍ବଜନିକ ଗଣେଶ ମଣ୍ଡଳ ଶ୍ରୀଗଣେଶଙ୍କ ଏହି ନିଆରା ମୂର୍ତ୍ତି ସ୍ଥାପନା କରିଛନ୍ତି । ସେମାନେ ମାଟି କିମ୍ବା ପ୍ଲାଷ୍ଟର ଅଫ୍ ପ୍ୟାରିସରେ ନକରି ସୋୟାବିନରେ ମୂର୍ତ୍ତି ତିଆରି କରିଛନ୍ତି । ଏହି ନିଆରା ପ୍ରତିମୂର୍ତ୍ତି ପ୍ରସ୍ତୁତ କରିବା ପାଇଁ ୭ କିଲୋଗ୍ରାମର ସୋୟାବିନ ଦାନ ଲାଗିଥିଲା […]

