Mahanadi River
ଜିଲ୍ଲା 

ମହାନଦୀ ପାଣି ନମିଳିଲେ ପ୍ରକଳ୍ପ ଠପ୍‌ , କୋଟି କୋଟି ଟଙ୍କାର ପ୍ରକଳ୍ପକୁ ନେଇ ଆଶଙ୍କା

ମହାନଦୀ ପାଣି ନମିଳିଲେ ପ୍ରକଳ୍ପ ଠପ୍‌ , କୋଟି କୋଟି ଟଙ୍କାର ପ୍ରକଳ୍ପକୁ ନେଇ ଆଶଙ୍କା ବରଗଡ଼/ସମ୍ବଲପୁର : ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ଚାଲିଥିବା ଜଳବିବାଦର ଶୀଘ୍ର ସମାଧାନ ନହେଲେ ଆଗାମୀ ଦୁଇବର୍ଷ ପରେ ଏହାର ପ୍ରଭାବ ପଡ଼ିବ । ବରଗଡ଼ ଓ ଏହାର ଆଖାପାଖ ଅଞ୍ଚଳରେ ଭୟଙ୍କର ପାଣି ସମସ୍ୟା ଦେଖାଯିବ । ଏପରିକି ହୀରାକୁଦ ଜଳଭଣ୍ଡାର ଉପରେ ମାତ୍ରାଧିକ ବୋଝ ପଡ଼ିବ । ଯେଉଁଥିପାଇଁ ହଜାର ହଜାର କୋଟି ଟଙ୍କାର ପ୍ରକଳ୍ପ ଠପ୍‌ ହୋଇଯିବା ନେଇ ଏବେଠୁ ଆଶଙ୍କା ପ୍ରକାଶ ପାଇଛି । ବର୍ତ୍ତମାନ କଲ୍ମା ବ୍ୟାରେଜରୁ ଛତିଶଗଡ଼ ସଂପୂର୍ଣ୍ଣ […]
Read More...
ଜିଲ୍ଲା  ଓଡ଼ିଶା 

ଉଦଘାଟିତ ହେଲା ଟି-ସେତୁ

ଉଦଘାଟିତ ହେଲା ଟି-ସେତୁ କଟକ:ଡିସେମ୍ବର ୨୦:୧୩୨ କୋଟି ଟଙ୍କ। ବ୍ୟୟରେ ୩,୧୦୦ ମିଟର ଲମ୍ବର ସେତୁ ନିର୍ମ।ଣ କର।ଯ।ଇଛି ଢ ମହ।ନଦୀ ଉପରେ ଉଦଘ।ଟନ କରିଛନ୍ତି ଟି-ବ୍ରିଜ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନ।ୟକ ଓଡିଶ।ର ଦୀର୍ଘତମ ସେତୁ, ଟି-ସେଟୁ ଉଦଘ।ଟନ କରିଛନ୍ତି ଢଏହ। କଟକ ଏବଂ ଖୁରଡ। ଜିଲ୍ଲ।ର ଲୋକଙ୍କୁ ବହୁତ ଉପକୃତ କରିବ ଢଏହି ସେତୁ କଟକର ବଡମ୍ବା, ନରସିଂହପୁର ଏବଂ ଖୁରଡ।ର ବ।ଙ୍କି ମଧ୍ୟରେ ଦୂରତ।କୁ ୫୦ କିଲୋମିଟର ଅପସରଣ କରିବ ବୋଲି କୁହାଯାଉଛି। ତେବେ ଦୀର୍ଘଦିନର ଅପେକ୍ଷା […]
Read More...

Advertisement