Mahagauri
ସାହିତ୍ୟ 

ଶକ୍ତି ରୂପିଣୀ ନବଦୁର୍ଗା

ଶକ୍ତି ରୂପିଣୀ ନବଦୁର୍ଗା ଶିବ ବିନା ଯେପରୀ ଶିବ ଶବରେ ପରିଣତ ହୁଅନ୍ତି । ଠିକ୍‌ ସେପରି ଶକ୍ତି ବିନା ବ୍ରହ୍ମ ମଧ୍ୟ ଅସମ୍ପୂର୍ଣ୍ଣ । ସର୍ବମୂଳରେ ଶକ୍ତିହିଁ ମୂଳଉସି । ତେଣୁ ସୃଷ୍ଟି କର୍ତ୍ତା ବ୍ରହ୍ମା କହିଛନ୍ତି- ‘ମୃଦା ବିନା କୁଳାଳାଶ୍ଚ ଷଟଂ କର୍ତ୍ତୃଯଥା କ୍ଷମଃ ସୂର୍ଣ୍ଣବିନା ସ୍ୱର୍ଣ୍ଣକାରଃ କୁଣ୍ଡଳଂ କର୍ତ୍ତୃମକ୍ଷମଃ ଶକ୍ତ୍ୟାବିନା ତଥାହଂ ଚ ସ୍ୱସୃଷ୍ଟି କର୍ତ୍ତୃମକ୍ଷମଃ ।’ ଯେପରି ମାଟିବିନା କୁମ୍ଭାରର କୁମ୍ଭ ନିର୍ମାଣ ଅସମ୍ଭବ, ସୁନା ବିନା ସ୍ୱର୍ଣ୍ଣକାରର ଅଳଙ୍କାର ଗଢିବା ଅସମ୍ଭବ ଠିକ୍‌ ସେହିପରି […]
Read More...

Advertisement