Maggie milkshake
Feature 

ଅଜବ ଖାଦ୍ୟ ‘ମ୍ୟାଗି ମିଲ୍‌କସେକ୍‌’

ଅଜବ ଖାଦ୍ୟ ‘ମ୍ୟାଗି ମିଲ୍‌କସେକ୍‌’ ଅନେକ ପ୍ରକାରର ଅଜବ ଖାଦ୍ୟ ଇଣ୍ଟରନେଟ୍‌ରେ ଭାଇରାଲ ହୋଇଥାଏ । ତେବେ ଏଥିରେ କେତେକ ଏଭଳି ଥାଏ ଯାହାକୁ ଲୋକ ପସନ୍ଦ କରନ୍ତି ନାହିଁ । ଏହି ଖାଦ୍ୟଗୁଡିକର କମ୍ବିନେସନ୍‌ ବହୁତ ଅଜବ ଧରଣର ହୋଇଥାଏ । ସେହିଭଳି ଏକ ଖାଦ୍ୟ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ମ୍ୟାଗି ପ୍ରାୟ ସମସ୍ତଙ୍କର ପ୍ରିୟ ହୋଇଥାଏ । ସମସ୍ତେ ମ୍ୟାଗି ଖାଇବାକୁ ଭଲ ପାଇଥାଆନ୍ତି । ହେଲେ ମ୍ୟାଗିସହ ମିଲ୍‌କସେକ୍‌ ପିଇବାକୁ କେହି ଇଚ୍ଛା […]
Read More...

Advertisement