madira comitee
ଓଡ଼ିଶା 

ପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ଯାତ୍ରା

ପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ଯାତ୍ରା ଭୁବନେଶ୍ୱର: ଅପ୍ରେଲ ୦୬: ଏପ୍ରିଲ ୯ ତାରିଖ ଅପରାହ୍ନ ୩.୩୦ରେ ଗଡିବ ପ୍ରଭୁ ଲିଙ୍ଗରାଜଙ୍କ ରୁକୁଣାରଥ । ପାଞ୍ଚ ଦିନର ଏହି ଯାତ୍ରାକୁ ଶାନ୍ତି ଶୃଙ୍ଖଳାର ସହ ଆୟୋଜନ କରିବାକୁ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ବୈଠକ । ପ୍ରତ୍ୟେକ ବିଭାଗ ସେମାନଙ୍କର କାର୍ଯ୍ୟ ସୁଚାରୁ ରୂପେ ତୁଲାଇବା ପାଇଁ ବୈଠକରେ ଆଲୋଚନା କରାଯାଉଛି । ସମର୍ଥା,ପୂଜାପଣ୍ଡା, ବ୍ରାହ୍ମଣ ଆଦି ନିଯୋଗ ବୈଠକରେ ଯୋଗ ଦେଇନାହାଁନ୍ତି। ସେବାପୂଜା ପାଇଁ ବନ୍ଦୋବସ୍ତ ଜମି ଲିଙ୍ଗରାଜଙ୍କ ଟ୍ରଷ୍ଟବୋର୍ଡ ନାଁକୁ ଚାଲିଯିବା ନେଇ ସେବାୟତଙ୍କ […]
Read More...

Advertisement