madhypradesh
ଦେଶ- ବିଦେଶ 

ଏଥର କଲେଜରେ ଦିଆଯିବ ଭଗବତ ଗୀତା ଶିକ୍ଷା

ଏଥର କଲେଜରେ ଦିଆଯିବ ଭଗବତ ଗୀତା ଶିକ୍ଷା ମଧ୍ୟପ୍ରଦେଶ: ଜୁନ ୭: ଛାତ୍ରଛାତ୍ରୀଙ୍କୁ ଧାର୍ମିକ ମୁଲ୍ୟବୋଧ ଶିଖେଇବାକୁ ସରକାରଙ୍କ ଭିନ୍ନ ପ୍ରୟାସ । ସ୍କୁଲ ପରେ ଏବେ କଲେଜ୍‌ ପାଠ୍ୟକ୍ରମରେ ସାମିଲ ହେବ ହିନ୍ଦୁ ଧର୍ମର ମୂଳ ଗ୍ରନ୍ଥ ଶ୍ରୀମଦ୍‌ ଭଗବତ ଗୀତା । ଆଗାମୀ ଶିକ୍ଷାବର୍ଷରୁ ୧୩୬୦ଟି କଲେଜରେ ଦ୍ୱିତୀୟ ବର୍ଷର ଛାତ୍ର ଭଗବଦ୍‌ ଗୀତାକୁ ଇଲେକଫିଭ୍‌ ଚୟନ କରିପାରିବେ । ମଧ୍ୟପ୍ରଦେଶ ସରକାର ଖୁବ ଶୀଘ୍ର ଏହି ଯୋଜନାକୁ କାର୍ଯ୍ୟକାରୀ କରିବାକୁ ଚେଷ୍ଟା କରୁଥିବା ଅଧିକାରୀମାନେ କହିଛନ୍ତି । ଛାତ୍ର ଜୀବନରେ ମୂଲ୍ୟବୋଧ […]
Read More...

Advertisement