Madhya Pradesh headline
ଖେଳ 

ମଧ୍ୟପ୍ରଦେଶରେ ହେବ ଖେଲୋ ଇଣ୍ଡିଆର ୟୁଥ ଗେମ୍ସ ପଞ୍ଚମ ସଂସ୍କରଣ

ମଧ୍ୟପ୍ରଦେଶରେ ହେବ ଖେଲୋ ଇଣ୍ଡିଆର ୟୁଥ ଗେମ୍ସ ପଞ୍ଚମ ସଂସ୍କରଣ ନୂଆଦିଲ୍ଲୀ : ଖେଲୋ ଇଣ୍ଡିଆ ୟୁଥ ଗେମ୍ସର ପଞ୍ଚମ ସଂସ୍କରଣ ମଧ୍ୟପ୍ରଦେଶରେ ଆୟୋଜନ ହେବ । ମଧ୍ୟପ୍ରଦେଶର ୮ଟି ସହରରେ ଜାନୁଆରୀ ୩୧ରୁ ଫେବୃଆରୀ ୧୧ ତାରିଖ ପର୍ଯ୍ୟନ୍ତ ଏହି ପ୍ରତିଯୋଗିତା ଆୟୋଜନ ହେବ ବୋଲି ଗୁରୁବାର କେନ୍ଦ୍ର କ୍ରୀଡାମନ୍ତ୍ରୀ ଅନୁରାଗ ଠାକୁର ଘୋଷଣା କରିଛନ୍ତି । ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଉପସ୍ଥିତିରେ କେନ୍ଦ୍ର କ୍ରୀଡାମନ୍ତ୍ରୀ ଏହି ଘୋଷଣା କରିଛନ୍ତି । ମଧ୍ୟପ୍ରଦେଶର ଭୋପାଳ, ଇନ୍ଦୋର, ଉଜଇନୀ, ଗ୍ୱାଲିୟର, ଜବଲପୁର, ମଣ୍ଡାଲା, ଖରଗୋନ ଓ […]
Read More...

Advertisement