Madhya Pradesh’s Jabalpur
ଦେଶ- ବିଦେଶ 

ଜବଲପୁର ଡାକ୍ତରଖାନା ଅଗ୍ନିକାଣ୍ଡ: ୪ ଡାକ୍ତରଙ୍କ ବିରୋଧରେ ମାମଲା

ଜବଲପୁର ଡାକ୍ତରଖାନା ଅଗ୍ନିକାଣ୍ଡ: ୪ ଡାକ୍ତରଙ୍କ ବିରୋଧରେ ମାମଲା ଭୋପାଳ : ମଧ୍ୟପ୍ରଦେଶର ଜବଲପୁରରେ ସୋମବାରଦିନ ହୋଇଥିବା ହସପିଟାଲ ଅଗ୍ନିକାଣ୍ଡ ମାମଲାରେ ୪ ଜଣ ଡାକ୍ତରଙ୍କ ବିରୋଧରେ ମାମଲା ରୁଜ୍ଜୁ କରିଛି ପୁଲିସ । ଏହି ୪ ଜଣ ଡାକ୍ତର ଉକ୍ତ ହସପିଟାଲର ମାଲିକ ବୋଲି ମଧ୍ୟ ଜଣାପଡ଼ିଛି । ସେମାନଙ୍କ ବିରୋଧରେ ଆଇପିସିର ଧାରା ୩୦୪ ଓ ୩୦୮ (କୌଣସି ଉଦ୍ଦେଶ୍ୟ ନ ରଖି ହତ୍ୟା ଉଦ୍ୟମ କରିବା) ଅନୁସାରେ ମାମଲା ରୁଜ୍ଜୁ କରାଯାଇଛି । ମାତ୍ର ସୋମବାରଦିନଠାରୁ ଏହି ଡାକ୍ତରମାନେ ଫେରାର ହୋଇଯାଇଛନ୍ତି । […]
Read More...

Advertisement