Madhu APP
ଓଡ଼ିଶା 

ମଧୁଆପ୍‌, ଏଡୁସାଟ୍‌ରେ ପାଠ ପଢ଼ିବେ ପିଲା

ମଧୁଆପ୍‌, ଏଡୁସାଟ୍‌ରେ ପାଠ ପଢ଼ିବେ ପିଲା By Papu Mohanty ଭୁବନେଶ୍ୱର(ସବୁ୍ୟ): 08/05: କେରାନା(କୋଭିଡ୍‌-୧୯) ସଂକ୍ରମଣ ବଢ଼ିବାରେ ଲାଗିଥିବାବେଳେ ଏବେ ତୃତୀୟ ପର୍ଯ୍ୟାୟ ଲକ୍‌ଡାଉନ ଜାରି ରହିଛି । ଏହାକୁ ଦୃଷ୍ଟିରେ ରଖି ହ୍ୱାଟସ୍‌ ଆପ୍‌ ମାଧ୍ୟମରେ ପ୍ରଥମରୁ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ପାଠ ପଢ଼ିବେ । ରାଜ୍ୟ ସରକାର ଡିଡି ଓଡ଼ିଆ ମାଧ୍ୟମରେ ପ୍ରଥମ ଶ୍ରେଣୀରୁ ଦଶମ ଶ୍ରେଣୀ ପିଲାମାନଙ୍କ ପାଇଁ ମଧୁ ଆପ୍‌, ଏଡୁସାଟ୍‌ ଦ୍ୱାରା ଶିକ୍ଷାଦାନ ହେଉଛି । ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି, […]
Read More...

Advertisement