Lucknow hotel fire
ଦେଶ- ବିଦେଶ 

ଲକ୍ଷ୍ନୌ ହୋଟେଲ୍‌ରେ ଭୟାବହ ଅଗ୍ନିକାଣ୍ଡ :୨ ମୃତ,ଉଦ୍ଧାର କାର୍ଯ୍ୟ ଜାରି

ଲକ୍ଷ୍ନୌ ହୋଟେଲ୍‌ରେ ଭୟାବହ ଅଗ୍ନିକାଣ୍ଡ :୨ ମୃତ,ଉଦ୍ଧାର କାର୍ଯ୍ୟ ଜାରି ଆଜି ସକାଳେ ଲକ୍ଷ୍ନୌ ଅନ୍ତର୍ଗତ ହଜ୍‌ରତ୍‌ଗଞ୍ଜ୍‌ ଅଞ୍ଚଳରେ ଥିବା ହୋଟେଲ ଲେବାନାରେ ଆଜି ସକାଳେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏହି ଦୁର୍ଘଟଣାରେ ଜଣେ ମହିଳା ଏବଂ ଜଣେ ପୁରୁଷ ଜୀବନ୍ତ ଦଗ୍ଧ ହୋଇଛନ୍ତି I ଏଥିସହ ସିଭିଲ ହସ୍ପିଟାଲର ବର୍ନ ୟୁନିଟରେ ୯ ଜଣ ଆହତଙ୍କ ଚିକିତ୍ସା ଚାଲିଛି। ତେବେ ହୋଟେଲ ଭିତରେ ଅନେକ ଲୋକ ଫସିଯିବାର ଆଶଙ୍କା ରହିଛି। ସମ୍ବାଦ ସରବରାହ ସଂସ୍ଥାନ ‘ଏଏନ୍‌ଆଇ’ ରି‌ପୋର୍ଟ ଅନୁସାରେ, ୫ ତାଲାବିଶିଷ୍ଟ ଉକ୍ତ ହୋଟେଲ୍‌ର ୪ର୍ଥ […]
Read More...

Advertisement