Low Pressure
ପାଣିପାଗ 

ଅବପାତ ଦୁର୍ବଳ, ଆସନ୍ତା ୧୮ ରୁ ପୁଣି ଏକ ଲଘୁଚାପ

ଅବପାତ ଦୁର୍ବଳ, ଆସନ୍ତା ୧୮ ରୁ ପୁଣି ଏକ ଲଘୁଚାପ ଭୁବନେଶ୍ୱର : ଆସନ୍ତା ୧୮ ତାରିଖରେ ଉତ୍ତର ବଙ୍ଗୋପସାଗର ଉପରେ ଏକ ଘୂର୍ଣ୍ଣିବଳୟ ହେବ । ଏହାର ପ୍ରଭାବରେ ରାଜ୍ୟର ବିସ୍ତୃତ ଅଞ୍ଚଳରେ ପ୍ରବଳ ବର୍ଷା ହେବ । ଦକ୍ଷିଣ ଛତିଶଗଡ ଉପରେ କେନ୍ଦ୍ରୀଭୂତ ଅବପାତ ପଶ୍ଚିମ ଉତ୍ତର ମୁହାଁ ହୋଇ ଗତି କରିବା ସହ ଦୁର୍ବଳ ହୋଇଛି । ଏହା ଅବପାତରୁ ସ୍ପଷ୍ଟ ଚିହ୍ନିତ ଲଘୁଚାପକୁ ଖସିଆସିଛି । ବର୍ତ୍ତମାନ ଏହା ଦକ୍ଷିଣପୂର୍ବ ମଧ୍ୟପ୍ରଦେଶ ଓ ସଂଲଗ୍ନ ଅଞ୍ଚଳ ଉପରେ ରହିଛି। ଏହା ଧୀରେଧୀରେ ଉତ୍ତରପଶ୍ଚିମ […]
Read More...
ଓଡ଼ିଶା  ପାଣିପାଗ 

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଲଘୁଚାପ, ପ୍ରବଳ ବର୍ଷାର ସମ୍ଭାବନା

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଲଘୁଚାପ, ପ୍ରବଳ ବର୍ଷାର ସମ୍ଭାବନା ଭୁବନେଶ୍ୱର: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି । ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ । ଏହି ଘୂର୍ଣ୍ଣିବଳୟ ପରବର୍ତ୍ତୀ ୪୮ ଘଣ୍ଟାରେ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଲଘୁଚାପରେ ପରିଣତ ହେବ । ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ 24ଘଣ୍ଟା ମଧ୍ୟରେ ଘୁର୍ଣ୍ଣି ବଳୟ, ପ୍ରଭାବରେ ପରବର୍ତ୍ତୀ 48ଘଣ୍ଟା ମଧ୍ୟରେ ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସମ୍ଭାବନା!!! […]
Read More...
ଓଡ଼ିଶା  ପାଣିପାଗ 

ରାଜ୍ୟରେ ୫ ଦିନ ଯାଏଁ ରହିବ ବନ୍ୟା ପରିସ୍ଥିତି

ରାଜ୍ୟରେ ୫ ଦିନ ଯାଏଁ ରହିବ ବନ୍ୟା ପରିସ୍ଥିତି ବଙ୍ଗୋପ ସାଗରରେ ଘନ ଘନ ଲଘୁଚାପ ଯୋଗୁଁ ରାଜ୍ୟରେ ଜଟିଳ ହେଉଛି ବନ୍ୟା ପରିସ୍ଥିତି I ସମ୍ଭାବ୍ୟ ବନ୍ୟା ପରିସ୍ଥିତି କୁ ଦୃଷ୍ଟିରେ ରଖି ହୀରାକୁଦ ଜଳଭଣ୍ଡାରରୁ ୪୦ଟି ସୁଇସ୍ ଗେଟ ଦେଇ ବନ୍ୟା ଜଳ ନିଷ୍କାସିତ କରାଯାଇଛି । ମହାନଦୀ ଓ ତାର ଶାଖା ନଦୀ ଗୁଡିକର ଜଳସ୍ତର ହ୍ରାସ ପାଉଛି I ଜଳସ୍ତର ବି ଧୀରେ ଧୀରେ ଖସିବାରେ ଲାଗିଛି ପ୍ରତି ସେକେଣ୍ଡରେ ଜଳଭଣ୍ଡାରକୁ ୪ଲକ୍ଷ ୬୬ହଜାର ୫୭୪ କ୍ୟୁସେକ ଜଳ ପ୍ରବେଶ ହେଉଥିବାବେଳେ, […]
Read More...
ଓଡ଼ିଶା 

ଆଣ୍ଡାମାନରେ ସ୍ଥିର ରହିଛି ଘୂର୍ଣ୍ଣିବଳୟ: ୧୩ରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା

ଆଣ୍ଡାମାନରେ ସ୍ଥିର ରହିଛି ଘୂର୍ଣ୍ଣିବଳୟ: ୧୩ରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ଭୁବନେଶ୍ୱର: ଅକ୍‌ଟୋବର ୧୧: ଆଣ୍ଡାମାନ ସାଗର ଉପରେ ଘୂର୍ଣ୍ଣିବଳୟ ସ୍ଥିର ରହିଛି । ଘର୍ଣ୍ଣିବଳୟ ସମାନ ସ୍ଥାନରେ ସ୍ଥିର ରହିଥିବାରୁ ଲଘୁଚାପ ସୃଷ୍ଟିରେ ବିଳମ୍ବ ହେଉଛି । ତେବେ ୧୩ ଆଡକୁ ବଙ୍ଗୋପସାଗର ଓ ଉତ୍ତର ଆଣ୍ଡାମାନ ସାଗରରେ ଘୂର୍ଣ୍ଣିବଳୟ ଅଧିକ ଘନୀଭୂତ ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ ବୋଲି ପାଣିପାଗ ବିଭାଗ ତରଫୁ ସୂଚନା ମିଳିଛି । ଲଘୁଚାପ ସୃଷ୍ଟି ପରେ କ୍ରମେ ତାହା ପଶ୍ଚିମ ଉତ୍ତରମୁହାଁ […]
Read More...
ଓଡ଼ିଶା 

ରାଜ୍ୟରେ ୧୦ରେ ଲଘୁଚାପ ଜନିତ ବର୍ଷା ସମ୍ଭାବନା

ରାଜ୍ୟରେ ୧୦ରେ ଲଘୁଚାପ ଜନିତ ବର୍ଷା ସମ୍ଭାବନା ଭୁବନେଶ୍ୱର: ଅକ୍‌ଟୋବର ୦୬: ପୁଣି ଥରେ ଦେଶରେ ମୌସୁମୀ ପ୍ରକିୟା ଆରମ୍ଭ ହୋଇଛି । ଉତ୍ତର ଆଣ୍ଡାମାନ୍‌ ସାଗରରେ ଏକ ଲଘୁଚାପ ସୃଷ୍ଟି ହେବାକୁ ଯାଉଛି । ଆଗାମୀ ୧୦ ତାରିଖରେ ଏହି ଲଘୁଚାପ ସୃଷ୍ଟି ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି । ତେବେ ଏହା ଅଧିକ ଘନୀଭୂତ ହୋଇ ପଶ୍ଚିମ, ଉତ୍ତର-ପଶ୍ଚିମ ଦିଗକୁ ଗତି କରିପାରେ ବୋଲି ସୂଚନା ମିଳିଛି । ୪ରୁ ୫ ଦିନ ଭିତରେ ଲଘୁଚାପ ଓଡିଶା […]
Read More...
ଓଡ଼ିଶା 

ଓଡ଼ିଶାକୁ ମୌସୁମୀ ଆଉ ତିନିଦିନ: ୨୪ ଘଣ୍ଟାରେ ଲଘୁଚାପ

ଓଡ଼ିଶାକୁ ମୌସୁମୀ ଆଉ ତିନିଦିନ: ୨୪ ଘଣ୍ଟାରେ ଲଘୁଚାପ ଭୁବନେଶ୍ୱର : ଜୁନ ୮: ପାଗ ଅନୁକୂଳ ଆଉ ମାତ୍ର ତନିଦିନ। ଓଡ଼ିଶାକୁ ପ୍ରବେଶ କରିବ ମୌସୁମୀ । ଏଥିପାଇଁ ସହାୟକ ହେବ ଲଘୁଚାପ । ସପ୍ତାହ ଭିତରେ ସାରା ଓଡ଼ିଶାକୁ ଛୁଇଁବ ମୌସୁମୀ । ଏହାର ପ୍ରଭାବରେ ୧୦ରୁ ପ୍ରବଳ ବର୍ଷା ହେବ ବୋଲି କହିଛି ପାଣିପାଗ ବିଭାଗ । ବିଭାଗର କହିବା ଅନୁସାରେ, ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ୨୪ ଘଣ୍ଟାରେ ଲଘୁଚାପ ରୂପ ନେବ । ଏହା ପଶ୍ଚିମ ଉତ୍ତରପଶ୍ଚିମ ଦିଗକୁ […]
Read More...
ଓଡ଼ିଶା 

ଘନଉଛି ବାତ୍ୟା: ୧୯ରୁ ଉପକୂଳରେ ପ୍ରବଳ ବର୍ଷା

ଘନଉଛି ବାତ୍ୟା: ୧୯ରୁ ଉପକୂଳରେ ପ୍ରବଳ ବର୍ଷା By Papu Mohanty ଭୁବନେଶ୍ୱର :May 14:  ବଙ୍ଗୋପସାଗରରେ ଘନଉଛି ବାତ୍ୟା । ୨୪ ଘଣ୍ଟା ମଧ୍ୟରେ ଅବପାତ । ୪୮ ଘଣ୍ଟାରେ ସାମୁଦ୍ରିକ ଘୂର୍ଣ୍ଣିଝଡ଼ । ପରେ ଭୟଙ୍କର ବାତ୍ୟା ରୂପ ନେବା ସହ ପଶ୍ଚିମବଙ୍ଗ ସୀମାନ୍ତ ଏବଂ ଉତ୍ତର ଓଡ଼ିଶା ଉପକୂଳ ସ୍ଥଳଭାଗ ଛୁଇଁବା ଆଶଙ୍କା କରିଛନ୍ତି ପାଣିପାଗ ବିଶେଷଜ୍ଞ । ତେବେ ୧୬ତାରିଖ ପରେ ଏହାର ସ୍ପଷ୍ଟ ଚିତ୍ର ଜଣାପଡିବ ବୋଲି ଭାରତୀୟ ପାଣିପାଗ ବିଭାଗ କହିଛି । ପାଣିପାଗ ବିଭାଗର ଆକଳନ […]
Read More...
ଓଡ଼ିଶା 

ଆସୁଛି ବାତ୍ୟା, ୧୭ ସୁଦ୍ଧା; ଓଡ଼ିଶାକୁ ଭୟ ନାହିଁ ;ଦୁଇଦିନ ଭିତରେ ସ୍ପଷ୍ଟ ଚିତ୍ର

ଆସୁଛି ବାତ୍ୟା, ୧୭ ସୁଦ୍ଧା; ଓଡ଼ିଶାକୁ ଭୟ ନାହିଁ ;ଦୁଇଦିନ ଭିତରେ ସ୍ପଷ୍ଟ ଚିତ୍ର By Papu Mohanty ଭୁବନେଶ୍ୱର(ସବୁ୍ୟ):May 13: ଦକ୍ଷିଣପୂର୍ବ ବଙ୍ଗୋପସାଗର ଏବଂ ଏହାର ପାଶ୍ୱବର୍ତ୍ତୀ ଦକ୍ଷିଣ ଆଣ୍ଡାମାନ ମହାସାଗର ଉପରେ ଏକ ଲଘୁଚାପ ବଳୟ ସୃଷ୍ଟି ହୋଇଛି । ଏହା ୪୮ଘଣ୍ଟା ମଧ୍ୟରେ ଡିପ୍ରେସନ(ଅବପାତ) ରୂପ ନେବା ସହ କାଳକ୍ରମେ ବାତ୍ୟାରେ ପରିଣତ ହେବ । ତେବେ ଆସନ୍ତା ୧୭ତାରିଖ ପର୍ଯ୍ୟନ୍ତ ଓଡ଼ିଶା ଉପରେ ଏହାର ପ୍ରଭାବ ନାହିଁ । ହେଲେ ଦୁଇଦିନ ଭିତରେ ସ୍ପଷ୍ଟ ଚିତ୍ର ଜଣାପଡିବା ପରେ ଓଡିଶା ଉପରେ କେତେ ପ୍ରଭାବ ପଡିବ ତାହା […]
Read More...

Advertisement