Low Pressure Over Bay Of Bengal
ଓଡ଼ିଶା  ପାଣିପାଗ 

୨୪ ଘଣ୍ଟା ମଧ୍ୟରେ ଲଘୁଚାପ

୨୪ ଘଣ୍ଟା ମଧ୍ୟରେ ଲଘୁଚାପ ଭୁବନେଶ୍ୱର : ମାର୍ଚ୍ଚ ୧୫: ଦକ୍ଷିଣ-ପଶ୍ଚିମ ବଙ୍ଗେପସାଗରରେ ଏକ ଲଘୁଚାପ ସୃଷ୍ଟି ହେବାକୁ ଯାଉଛି । ଯାହା ଆଗାମୀ ୨୪ ଘଣ୍ଟା ମଧ୍ୟରେ ବଢ଼ିବ । ତେବେ ସେହି ଲଘୁଚାପ ଘନିଭୂତ ହୋଇ ବାତ୍ୟାର ରୂପ ନେଇପାରେ ବୋଲି ଭୁନେଶ୍ୱର ପାଣିପାଗ ବିଭାଗ ଟୁଇଟ୍‌ କରି ସୂଚନା ଦେଇଛି । A Low Pressure Area likely form over Equatorial Indian Ocean & adjoining Southwest Bay of Bengal during next 24 […]
Read More...
ଓଡ଼ିଶା 

ରାଜ୍ୟର ୭ଟି ଜିଲ୍ଲାରେ ଅତି ପ୍ରବଳ ବର୍ଷିବ

ରାଜ୍ୟର ୭ଟି ଜିଲ୍ଲାରେ ଅତି ପ୍ରବଳ ବର୍ଷିବ ଭୁବନେଶ୍ୱର: ଜୁଲାଇ ୨୩: ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ଏହାର ଆଖପାଖରେ ଲଘୁଚାପ ସୃଷ୍ଟି ହେବା କାରଣରୁ ଆଜି ରାଜ୍ୟର ୭ଟି ଜିଲ୍ଲାରେ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ସେହି ଜିଲ୍ଲାଗୁଡ଼ିକୁ ହେଲା-ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, ସମ୍ବଲପୁର, ନୂଆପଡ଼ା, ବଲାଙ୍ଗୀର ଓ ଦେଓଗଡ଼ । ସେହିପରି କେନ୍ଦୁଝର, ମୟୁରଭଞ୍ଜ, ନବରଙ୍ଗପୁର, କଳାହାଣ୍ଡି, ସୋନପୁର, ବୌଦ୍ଧ, ଅନୁଗୁଳ, କଟକ, ଢ଼େଙ୍କାନାଳ, ଯାଜପୁର, ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାମାନଙ୍କର ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । […]
Read More...

Advertisement