Low Pressure Alert
ଓଡ଼ିଶା  ପାଣିପାଗ 

୨୪ ଘଣ୍ଟା ମଧ୍ୟରେ ଲଘୁଚାପର ସମ୍ଭାବାନା

୨୪ ଘଣ୍ଟା ମଧ୍ୟରେ ଲଘୁଚାପର ସମ୍ଭାବାନା ଭୁବନେଶ୍ୱର: ଏପ୍ରିଲ ୨୯: ତାତିରୁ ରାଜ୍ୟବାସୀଙ୍କୁ ଖୁବ୍‌ ଶିଘ୍ର ମୁକ୍ତି ମିଳିପାରେ । ୪ ମେ’ରେ ଦକ୍ଷିଣ ଆଣ୍ଡାମାନ ଏବଂ ତା’ର ଆଖପାଖ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ପରବର୍ତ୍ତୀ ୨୪ ଘଣ୍ଟା ମଧ୍ୟରେ ସମାନ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି ବୋଲି ଆଜି ରାଜ୍ୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ଲଘୁଚାପ ସୃଷ୍ଟି ହେବାର ୨୪ ଘଣ୍ଟା ମଧ୍ୟରେ […]
Read More...

Advertisement