loving dhoni
ଖେଳ 

ଧୋନିଙ୍କ ପାଇଁ ମୋଦିଙ୍କ ଭାବବିହ୍ୱଳ ଚିଠି

ଧୋନିଙ୍କ ପାଇଁ ମୋଦିଙ୍କ ଭାବବିହ୍ୱଳ ଚିଠି ନୂଆଦିଲ୍ଲୀ, ଅଗଷ୍ଟ ୨୦: ନିକଟରେ ଅନ୍ତର୍ଜାତୀୟ କ୍ରିକେଟକୁ ଅଲ୍‌ବିଦା କହିଥିବା ମହେନ୍ଦ୍ର ସିଂହ ଧୋନିଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇ ପୃଷ୍ଠର ଏକ ଭାବବିହ୍ୱଳ ଚିଠି ଲେଖିଛନ୍ତି । ଏଥିରେ ସେ ଧୋନିଙ୍କ ୧୬ ବର୍ଷର କ୍ରିକେଟ୍‌ କ୍ୟାରିୟର୍‌ର ଖୁବ୍‌ ତାରିଫ କରିଛନ୍ତି । ମୋଦି ଲେଖିଛନ୍ତି ତୁମ ସ୍ପେଶାଲ୍‌ ଶଟ୍‌ର ଯେଉଁ ଭିଡିଓ ପୋଷ୍ଟ କରିଛ ତାହା ସାରା ଦେଶ ପାଇଁ ଚର୍ଚ୍ଚାର ବିଷୟ ପାଲଟିଛି । ଆପଣଙ୍କ ଅବସର ୧୩୦ କୋଟି ଭାରତୀୟଙ୍କୁ ନିରାଶ […]
Read More...

Advertisement