lord shiba
Feature 

ଏକ କୋଟି ଶିବଲିଙ୍ଗ ବିଶିଷ୍ଠ ମନ୍ଦିର

ଏକ କୋଟି ଶିବଲିଙ୍ଗ ବିଶିଷ୍ଠ ମନ୍ଦିର ଦେଶ ବିଦେଶରେ ଏମିତି ଅନେକ ମନ୍ଦିର ଅଛି। ସବୁ ମନ୍ଦିରରେ ସେଠାକାର ଆରାଧ୍ୟ ଦେବତା ରହିଛନ୍ତି। ତେବେ ପ୍ରତ୍ୟେକ ଧର୍ମାବଲମ୍ବି ମାନଙ୍କ ଠାରୁ ବିଶେଷତଃ ଶୈବ ଧର୍ମାବଲମ୍ବିଙ୍କ ସଂଖ୍ୟା ଅଧିକ ଦେଖାଯାଇଥାନ୍ତି।ତେବେ ବିଶ୍ୱରେ ଅନେକ ଶିବ ମନ୍ଦିର ରହିଛି। ଆପଣ ମଧ୍ୟ ଭଗବ।ନ ଶିବଙ୍କ ଅନେକ ସୁନ୍ଦର ମନ୍ଦିର ଦେଖିଥିବେ। ଏଠ।ରେ ଏମିତି ଏକ ମନ୍ଦିର ସମ୍ପର୍କରେ କୁହ।ଯ।ଇଛି, ଯେଉଁଠି ୧ କୋଟି ଶିବଲିଙ୍ଗ ନିର୍ମ।ଣ କର।ଯ।ଇଛି। କର୍ଣ୍ଣ।ଟକରେ ଥିବ। ଏହି ଶିବ ମନ୍ଦିରରେ ଗୋଟିଏ କିମ୍ବ। […]
Read More...

Advertisement