lord Haragauri
<% catList.forEach(function(cat){ %>
<%= cat.label %>
<% }); %>
<%- node_title %>
Published On
By <%= createdBy.user_fullname %>
<%- node_title %>
Published On
By <%= createdBy.user_fullname %>
<% if(node_description!==false) { %>
<%= node_description %>
<% } %>
<% catList.forEach(function(cat){ %>
<%= cat.label %>
<% }); %>
Read More...
ହରଗୌରୀଙ୍କ ଠାରେ ସ୍ୱତନ୍ତ୍ର ଭାବେ ଲାଗିହେଲା କୁଡୁମୁଲ୍ଲୁ ପିଠା
Published On
By Samaya Live
ସୋନପୁର,ଅକ୍ଟୋବର ୨୫: ହରଗୌରୀଙ୍କୁ ସ୍ଥାପନା କରି ପ୍ରତ୍ୟହ ଷୋଡ଼ଶ ଉପଚାରରେ ପୂଜାର୍ଚ୍ଚନା ସହ ପାରଂପରିକ ପିଠାପଣା ପ୍ରସ୍ତୁତକରି ସମର୍ପଣ କରିବା ବିଧିହେତୁ କେବେ ଖିରୀପିଠା କେବେ ବିରିଚକୁଳି ପ୍ରସାଦ ଲାଗି କରାଯାଏ । ସେହିକ୍ରମରେ ଆଜି ଯାତ୍ରାର ପଞ୍ଚମଦିନରେ ହରଗୌରୀଙ୍କ ଠାରେ ଏକ ସ୍୍ୱତନ୍ତ୍ର ଧରଣର କୁଡୁମୁଲ୍ଲୁ ପିଠା ସହ ଅନïରାଲୁ ପାଏସମୁ ଲାଗିହୋଇଛି । ସଂଧ୍ୟାରେ ପ୍ରଥମେ ବୁଢିମା ମନ୍ଦିର ସମ୍ମୁଖରେ କାଠିପକା ଯିବାପରେ ହରଗୌରୀଙ୍କୁ ପୂଜାମଣ୍ଡପରୁ ବାହାରକୁ ଅଣାଯାଇ ଦୁଇଜଣ ମହିଳା ଉଭୟଙ୍କୁ ମୁଣ୍ଡରେ […]

