loot case in Odisha
ଜିଲ୍ଲା 

କାର ଡ୍ରାଇଭର ଲୁଟି ନେଲା ୭ ଲକ୍ଷ, ପୋଲିସ ହାତରେ ଧରାପଡିଲା

କାର ଡ୍ରାଇଭର ଲୁଟି ନେଲା ୭ ଲକ୍ଷ, ପୋଲିସ ହାତରେ ଧରାପଡିଲା ଦେବଗଡ: ଜଣେ ସୁନା ଗହଣା ବ୍ୟବସାୟୀଙ୍କ ୭ ଲକ୍ଷ ଟଙ୍କା ଲୁଟ କରିବା ଅଭିଯୋଗରେ ଦେବଗଡ ଆଦର୍ଶ ଥାନା ପୋଲିସ ଜଣେ ଲୁଟେରା ଡ୍ରାଇଭରକୁ ଗିରଫ କରିଛି । ଲୁଟେରା ପାଖରୁ ସାତ ଲକ୍ଷ ଦଶ ହଜାର ଟଙ୍କା ଜବତ କରିଛି ପୋଲିସ । ଡ୍ରାଇଭର୍‌ ଜଣକ ହେଲେ ମୁକୁଳ ସନ୍ତୋଷ ଦାସ । ସୂଚନା ଅନୁଯାୟୀ ପଶ୍ଚିମବଙ୍ଗ ମେଦିନାପୁର ଅଞ୍ଚଳର ନିର୍ମଳ ଚନ୍ଦ୍ର ଗତ ୧୫ବର୍ଷ ହେଲା ମୁମ୍ବାଇରେ ରହି ସୁନା ଗହଣା ବେପାର କରୁଥିଲେ […]
Read More...

Advertisement